କେନ୍ଦ୍ରାପଡ଼ା ଜିଲ୍ଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ଯୁବକଙ୍କ ରହସ୍ୟମୟ ମୃତଦେହ ମିଳିବା ପରେ ସେଠାରେ କାର୍ଯ୍ୟାଳୟକୁ ଶୁଦ୍ଧିକରଣ କରାଯାଇଛି। ଜିଲ୍ଲାପାଳ କାର୍ଯ୍ୟାଳୟରୁ ଚନ୍ଦନ ଦାସଙ୍କ ମୃତଦେହ ଉଦ୍ଧାର ହେବା ପରେ ଚାରିଆଡ଼େ ଏହାକୁ ନେଇ ଚିନ୍ତା ସୃଷ୍ଟି କରିଛି । ଅନ୍ୟପଟେ ଏହି ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏହା ସହ ସୁଗମ ଏବଂ ନିରପେକ୍ଷ ତଦନ୍ତ ସୁନିଶ୍ଚିତ କରିବା ପାଇଁ ଏହି ମାମଲାକୁ ଜାତୀୟ ମାନବାଧିକାର କମିଶନ (NHRC) ନିକଟକୁ ମଧ୍ୟ ପଠାଯାଇଛି। Post navigation Major Odisha Police Reshuffle: ବଦଳିଲେ ୪୩ ଜଣ ପୋଲିସ ଇନସ୍ପେକ୍ଟର