କେନ୍ଦ୍ରାପଡ଼ାର ମାର୍ଶାଘାଇ ଥାନା ଓସ୍ତର ଗାଁରେ ବାଣ ବିସ୍ଫୋରଣ । ବେଆଇନ ଭାବେ ବାଣ ଗଚ୍ଛିତ ରଖିଥିବା ବେଳେ ବିସ୍ଫୋରଣ । ଏହି ବିସ୍ଫୋରଣରେ ୨ ବଖରା ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି । ସୂଚନା ପାଇ ଅଗ୍ନିଶମ ବାହିନୀ ଦଳ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ। ଏବଂ ମାର୍ଶାଘାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। Post navigation Odisha Govt to Hire Electric Vehicles for Official Use Subhash Kashyap Passes Away: ପରଲୋକରେ ପୂର୍ବତନ ଲୋକସଭା ମହାସଚିବ ଏବଂ ସାମ୍ବିଧାନିକ ବିଶେଷଜ୍ଞ ଡକ୍ଟର ସୁଭାଷ କଶ୍ୟପ