ତାଜା ଖବର ରାଜ୍ୟ Firecracker Explosion In Kendrapara: ମାର୍ଶାଘାଇ ଥାନା ଓସ୍ତର ଗାଁରେ ବାଣ ବିସ୍ଫୋରଣ; ବୃଦ୍ଧା ଗୁରୁତର June 4, 2026 Papirani କେନ୍ଦ୍ରାପଡ଼ାର ମାର୍ଶାଘାଇ ଥାନା ଓସ୍ତର ଗାଁରେ ବାଣ ବିସ୍ଫୋରଣ । ବେଆଇନ ଭାବେ ବାଣ ଗଚ୍ଛିତ ରଖିଥିବା ବେଳେ ବିସ୍ଫୋରଣ । ଏହି ବିସ୍ଫୋରଣରେ ୨ ବଖରା ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି ।…