କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ମହାଦେଇପାଟଣା ଗାଁର ଯୁବକକୁ ମରଣାନ୍ତକ ଆକ୍ରମଣ ପରେ ଅପହରଣ ଅଭିଯୋଗ ପରେ ଆଜି ଗାଁରେ ପହଞ୍ଚି ଏସ୍ପି ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି । ଅପହରଣର ୫ ଦିନ ପରେ ମଧ୍ୟ ଯୁବକଙ୍କ ପତ୍ତା ମିଳୁନାହିଁ ନଥିବାରୁ ନ୍ୟାୟ ଦାବିରେ ଆଳି ଥାନା ଘେରାଉ କରିଥିଲେ ଗ୍ରାମବାସୀ । Post navigation Soumya Murder Case: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଆଉ ଜଣକୁ ଗିରଫ Bus Fare Hike: ପୁଣି ବଢିଲା ବସ୍ ଭଡ଼ା