କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ରୁ ଝୁଲନ୍ତା ମୃତଦେହ ଉଦ୍ଧାର ।ଯୁବକ ଜଣକ କଲେକ୍ଟରେଟ୍ କୋଠାର ପ୍ରଥମ ମହଲାକୁ ଯାଇଥିବା ସିଡ଼ି ପାଖରେ ଏକ ଷ୍ଟିଲ୍ ରେଲିଂରେ ଏକ ଗାମୁଛା ବାନ୍ଧି ଝୁଲି ପଡ଼ିଛନ୍ତି । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି।

 

Leave a Reply

Your email address will not be published. Required fields are marked *