ଝାରସୁଗୁଡ଼ା ବେଲପାହଡ଼ରେ ଭୁଶୁଡୁଛି ବିଜେଡି ଗଡ଼ ।ବିଜେଡି ସଦସ୍ୟତାରୁ ଇସ୍ତଫା ଦେଲେ ୧୦ କାଉନସିଲର । ହିତେଶ ଠକରଙ୍କୁ ନିଲମ୍ବନ ପରେ ବିଜେଡି ଛାଡ଼ିଲେ କାଉନସିଲର। ବେଲପାହାଡ଼ ପୌରପରିଷଦର ଉପାଧ୍ୟକ୍ଷା ରୀନା ସୁନା ଏବଂ ୯ ଜଣ କାଉନସିଲର ସହ ଏକାଧିକ କର୍ମୀ ଦଳରୁ ଇସ୍ତଫା ଦେଇଛନ୍ତି । Post navigation Bengaluru ISKCON Writes To Gajapati: ଗଜପତିଙ୍କୁ ସମର୍ଥନ ଜଣାଇଲା ବେଙ୍ଗାଲୁରୁ ଗ୍ରୁପ୍ Odisha Textbook Error Row: Former SCERT Director Manoj Padhi Arrested