Tag: Jharsuguda

Restriction on Jharsuguda Bridge: ଝାରସୁଗୁଡ଼ା ରମ୍ପେଲା ଇବ୍ ବ୍ରିଜ୍‌ରେ ଭାରୀଯାନ ଚଳାଚଳ ଉପରେ କଟକଣା

ଟ୍ରାଫିକ୍ ସମସ୍ୟା ଏବଂ ସାଧାରଣ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲାପାଳ ରମ୍ପେଲା ଇବ୍ ବ୍ରିଜ୍‌ରେ ଭାରୀଯାନ ଚଳାଚଳ ଉପରେ କଟକଣା ଜାରି କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁଯାୟୀ, ସକାଳ ୬ଟାରୁ ରାତି ୧୦ଟା…

BJD Councillors Resign: ବିଜେଡି ସଦସ୍ୟତାରୁ ଇସ୍ତଫା ଦେଲେ ୧୦ କାଉନସିଲର

ଝାରସୁଗୁଡ଼ା ବେଲପାହଡ଼ରେ ଭୁଶୁଡୁଛି ବିଜେଡି ଗଡ଼ ।ବିଜେଡି ସଦସ୍ୟତାରୁ ଇସ୍ତଫା ଦେଲେ ୧୦ କାଉନସିଲର । ହିତେଶ ଠକରଙ୍କୁ ନିଲମ୍ବନ ପରେ ବିଜେଡି ଛାଡ଼ିଲେ କାଉନସିଲର। ବେଲପାହାଡ଼ ପୌରପରିଷଦର ଉପାଧ୍ୟକ୍ଷା ରୀନା ସୁନା ଏବଂ ୯ ଜଣ କାଉନସିଲର ସହ ଏକାଧିକ…

Suresh Pujari Faces Protest: ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଦଳୀୟ କର୍ମୀଙ୍କ ବିରୋଧ, କନ୍ଦାଗାଡ଼ରେ ଉତ୍ତେଜନା

ଝାରସୁଗୁଡ଼ା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ହୀରମା ପଞ୍ଚାୟତର କନ୍ଦାଗାଡ଼ ଗାଁରେ ଆଜି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ନିଜ ଦଳର କର୍ମୀଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି । ଏକ ମନ୍ଦିରରେ ପୂଜା କରିବା ପାଇଁ ମନ୍ତ୍ରୀ ସେଠାକୁ ଯାଇଥିବା…

Woman kills Husband: ପୁରୁଷ ବନ୍ଧୁ ସହ ମିଶି ସ୍ୱାମୀଙ୍କୁ ହତ୍ୟା; ସ୍ତ୍ରୀ ଓ ସହଯୋଗୀ ଗିରଫ

ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ସାଗରପାଲି ସାହୁପଡା ଡୁଙ୍ଗୁରିପଡାରେ ଘଟିଥିବା ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୁଲିସ। ପୁରୁଷ ବନ୍ଧୁଙ୍କ ସହାୟତାରେ ସ୍ୱାମୀଙ୍କୁ ହତ୍ୟା କରି ମୃତଦେହକୁ ବିଲରେ ଫିଙ୍ଗି ଦେଇଥିବା ଅଭିଯୋଗରେ ସ୍ତ୍ରୀ ଗୀତା ମିର୍ଦ୍ଧା (୪୦)…

Police Encounter in Jharsuguda: ଝାରସୁଗୁଡ଼ା ରେଙ୍ଗାଲିରେ ପୋଲିସ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନ ଆହତ

ଝାରସୁଗୁଡ଼ା ଜିଲ୍ଲାର ରେଙ୍ଗାଲି ଥାନା ଅଞ୍ଚଳରେ ଆଜି ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନ ଆହତ ହୋଇଛି । ଡକାୟତି ଯୋଜନା ଚାଲିଥିବା ବେଳେ ପୋଲିସ ଚଢ଼ାଉ କରିଥିଲା । ବ୍ରଜରାଜନଗର ଗାନ୍ଧିଛକ ଅଞ୍ଚଳର ବାସିନ୍ଦା ଜୟ ଚୌହାନ ବିଭିନ୍ନ…

Odisha Reels Under Severe Heatwave Conditions: ଜଳୁଛି ପଶ୍ଚିମ ଓଡ଼ିଶା; ଝାରସୁଗୁଡାରେ ତାପମାତ୍ରା ୪୪.୮ ଡିଗ୍ରି

ସମଗ୍ର ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଓ ଗୁଳୁଗୁଳି ଯୋଗୁ ସାଧାରଣ ଜୀବନ ପ୍ରଭାବିତ ହେଉଥିବା ବେଳେ ରୌଦ୍ରତାପରେ ଜଳୁଛି ପଶ୍ଚିମ ଓଡ଼ିଶା । ଶୁକ୍ରବାର ଦିନ ପୁଣି ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି…

Vigilance Nabs Jharsuguda Health Official: ଭିଜିଲାନ୍ସ ଜାଲରେ ସେକ୍ସନ୍ ଅଫିସର

ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସେକ୍ସନ୍ ଅଫିସର । ବୁଧବାର ଦିନ ଓଡ଼ିଶା ଭିଜିଲାନ୍ସ ଝାରସୁଗୁଡ଼ାର ମୁଖ୍ୟ ଜିଲ୍ଲା ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମ୍ ଏବଂ ପିଏଚ୍ଓ)ଙ୍କ କାର୍ଯ୍ୟାଳୟର ସେକ୍ସନ ଅଫିସର ଅନିତ୍ କୁମାର ଗୁରୁଙ୍କୁ ୨୫୦୦…