restriction-on-heavy-vehicle-movement-on-jharsuguda-rampela-ib-bridge
ଟ୍ରାଫିକ୍ ସମସ୍ୟା ଏବଂ ସାଧାରଣ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲାପାଳ ରମ୍ପେଲା ଇବ୍ ବ୍ରିଜ୍‌ରେ ଭାରୀଯାନ ଚଳାଚଳ ଉପରେ କଟକଣା ଜାରି କରିଛନ୍ତି ।
 
ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁଯାୟୀ, ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ରମ୍ପେଲା ଇବ୍ ବ୍ରିଜ୍ ଦେଇ କୌଣସି ଭାରୀଯାନ ଚଳାଚଳ କରିପାରିବ ନାହିଁ । ଏହି ସମୟ ମଧ୍ୟରେ କେବଳ ଛୋଟ ଗାଡ଼ି ଏବଂ ଜରୁରୀକାଳୀନ ସେବା ଯାନ ଚଳାଚଳ କରିପାରିବେ ।

By Nirvay

Leave a Reply

Your email address will not be published. Required fields are marked *