ବ୍ୟବସାୟ Restriction on Jharsuguda Bridge: ଝାରସୁଗୁଡ଼ା ରମ୍ପେଲା ଇବ୍ ବ୍ରିଜ୍ରେ ଭାରୀଯାନ ଚଳାଚଳ ଉପରେ କଟକଣା July 18, 2026 Nirvay ଟ୍ରାଫିକ୍ ସମସ୍ୟା ଏବଂ ସାଧାରଣ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲାପାଳ ରମ୍ପେଲା ଇବ୍ ବ୍ରିଜ୍ରେ ଭାରୀଯାନ ଚଳାଚଳ ଉପରେ କଟକଣା ଜାରି କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁଯାୟୀ, ସକାଳ ୬ଟାରୁ ରାତି ୧୦ଟା…