Month: March 2024

ଶଙ୍ଖ ଛାଡି ପଦ୍ମ ଧରିଲେ ଅଭିନେତା ଅରିନ୍ଦମ ରାୟ

ବିଜେଡିରୁ ଇସ୍ତଫା ଦେଇ ଆଜି ବିଜେପିରେ ଯୋଗ ଦେଲେ ଅଭିନେତା ଅରିନ୍ଦମ ରାୟ। ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ଆଜି ବିଜେପିରେ ଯୋଗ ଦେଇଛନ୍ତି। ସାଧାରଣ ସମ୍ପାଦକ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଆଜି…

ଓଡ଼ିଶା କଂଗ୍ରେସର ଗ୍ୟାରେଣ୍ଟି ସ୍କିମ୍; ପଢନ୍ତୁ ପୁରା ଖବର

ଆସନ୍ତାକାଲି ନୋଟିଫିକେସନ୍ ଜାରି କରିବେ ନିର୍ବାଚନ କମିଶନ । ଏହା ପୂର୍ବରୁ ଓଡ଼ିଶା କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି ।୯ଟି ବଡ ଗ୍ୟାରେଣ୍ଟି ସହିତ ୯୦ ସଙ୍କଳ୍ପ ଜାରି କରିଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ରାଜ୍ୟରେ…

ବିଜେପି ମିଶ୍ରଣ ପର୍ବ; ଯୋଗ ଦେଲେ ପୂର୍ବତନ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ

ବିଜେପିରେ ମିଶିଲେ ବିଜେଡ଼ି ନେତା ତଥା ପୂର୍ବତନ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସମର୍ଥକ ମାନଙ୍କ ସହ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି । ଏହାସହ ଯାଜପୁର ଅଞ୍ଚଳର ଯୁବ ସମାଜସେବୀ…

ପ୍ରସନ୍ନ ଆଚାର୍ଯ୍ୟ ସମ୍ବଲପୁରରୁ ଭୁବନେଶ୍ୱରକୁ ଏଆରଲିଫ୍ଟ ହେବେ

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା ଲକ୍ଷ୍ୟ କରି ଖୁବ ଶୀଘ୍ର ତାଙ୍କୁ ସମ୍ୱଲପୁରରୁ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯିବ । ବର୍ତ୍ତମାନ ସମ୍ୱଲପୁରରେ ତାଙ୍କର ଚିକିତ୍ସା ଚାଲିଥିବା ସମୟରେ ଉନ୍ନତମାନର ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରକୁ…

ସୂଚନା ଓ ଲୋକସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ପ୍ରଫୁଲ୍ଲ ମଲ୍ଲିକଙ୍କ ପରଲୋକ

ଭୁବନେଶ୍ଵର: ପରଲୋକରେ ସୂଚନା ଓ ଲୋକସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ପ୍ରଫୁଲ୍ଲ ମଲ୍ଲିକ । ୫୬ବର୍ଷ ବୟସରେ ହୃଦଘାତରେ ଚାଲିଗଲା ପ୍ରଫୁଲ୍ଲ ମଲ୍ଲିକଙ୍କ ଜୀବନ । ସେ ସୂଚନା ଓ ଲୋକସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ସହ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ…

ଆସନ୍ତା କାଲି ନିର୍ବାଚନ ତାରିଖ ଘୋଷଣା

ନିର୍ବାଚନ ପାଇଁ ଆସନ୍ତାକାଲି ତାରିଖ ଘୋଷଣା କରିବେ ECI। କାଲି ଅପରାହ୍ନ ୩ଟାରେ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ସୂଚନା ମିଳିଛି। ଲୋକସଭା ଓ କିଛି ବିଧାନସଭା ନିର୍ବାଚନ ପାଇଁ ଘୋଷଣା କରିବେ ବୋଲି ଜଣାପଡିଛି। ଏହା ସହ ଓଡ଼ିଶା, ସିକ୍କିମ,…

ଆଇପିଏସ୍ ଅଧିକାରୀ ସାରା ଶର୍ମାଙ୍କୁ ସିବିଆଇରେ ନିଯୁକ୍ତି

ନୂଆଦିଲ୍ଲୀ: ବରିଷ୍ଠ ଆଇପିଏସ୍ ଅଧିକାରୀ ସାରା ଶର୍ମାଙ୍କୁ ସିବିଆଇରେ ଡେପୁଟି ଇନ୍ସପେକ୍ଟର ଜେନେରାଲ୍ ଭାବରେ ନିଯୁକ୍ତ କରାଯାଇଛି। ଶର୍ମା ହେଉଛନ୍ତି ଓଡିଶା କ୍ୟାଡରର ୨୦୧୦ ବ୍ୟାଚ୍ ଭାରତୀୟ ପୋଲିସ୍ ସେବା (ଆଇପିଏସ୍) ଅଧିକାରୀ। ସାରାଙ୍କୁ ସେଣ୍ଟ୍ରାଲ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) ର…

SBIକୁ ପୁଣି ନୋଟିସ ଜାରି କଲେ ସୁ୍ପ୍ରିମକୋର୍ଟ

ଇାଲେକ୍ଟୋରାଲ ବଣ୍ଡ୍‌ ମାମଲାରେ ସୁପ୍ରିମକୋର୍ଟଙ୍କ ପୁଣି ନୋଟିସ କରିଛି।ବଣ୍ଡ୍‌ର ନମ୍ବର ଦେବାକୁ SBIକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି।ସୋମବାର ସୁଦ୍ଧା ଉତ୍ତର ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାଙ୍କର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଏକ ସତ୍ୟପାଠ ପ୍ରଦାନ କରି ଅଦାଲତଙ୍କ ନିର୍ଦ୍ଦେଶକୁ…

ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର

ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ବିଳମ୍ବିତ ରାତିରେ ଦୁର୍ଘଟଣାର ଶିକାର ହୋଇଛନ୍ତି ବିଜୁ ଜନତା ଦଳର ଏହି ହେଭିୱେଟ୍ ନେତା । ସମ୍ବଲପୁରରେ ଏକ ଘରୋଇ ମେଡିକାଲରେ ତାଙ୍କର ଚିକିତ୍ସା ଜାରି ରହିଛି । ଗୁରୁବାର…

ନବୀନ ନିବାସରେ ବୈଠକ; ମେଣ୍ଟ ବିଷୟରେ ଆଲୋଚନା ହେଲାନି

ଭୁବନେଶ୍ବର: ନବୀନ ନିବାସରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିଲା ବୈଠକ। ଏଥିରେ ଦଳର ସମସ୍ତ ଜିଲ୍ଲା ପର୍ଯ୍ୟବେକ୍ଷକ ଓ କୋର କମିଟି ସଦସ୍ଯ ସାମିଲ ହୋଇଛନ୍ତି। ବୈଠକର ପ୍ରତି ବୁଥ, ବ୍ଲକ ଓ ଜିଲ୍ଲାୱାରୀ…