ତାଜା ଖବର ରାଜ୍ୟ Heavy Rain Alert in Odisha: ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା; ଆଗାମୀ ୨୪ ଘଣ୍ଟା ସତର୍କ ରହିବାକୁ ପରାମର୍ଶ ଦେଲେ ରାଜସ୍ୱ ମନ୍ତ୍ରୀ September 25, 2026 Papirani ଅବପାତ ପ୍ରଭାବରେ ଓଡ଼ିଶାରେ ବର୍ଷାର ପ୍ରକୋପ ଜାରି ରହିଥିବା ବେଳେ ଆଗାମୀ ୨୪ ଘଣ୍ଟା ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଅବପାତଟି ବରଗଡ଼ ଦେଇ ଛତିଶଗଡ଼ ଆଡ଼କୁ ଗତି କରିବାର ସମ୍ଭାବନା ଥିବାରୁ…
ତାଜା ଖବର ରାଜ୍ୟ Heavy Rainfall Alert: ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା: ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ August 6, 2026 Papirani ଆଜି ପାଇଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ଜାରି କଲା ପାଣିପାଗ ବିଭାଗ। ଉତ୍ତର ଓଡିଶା ଉପକୂଳ ପାର୍ଶ୍ବବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ନିକଟରେ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାର…
ତାଜା ଖବର ରାଜ୍ୟ Flood Alert in Odisha: ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା ଓ ବୈତରଣୀରେ ବନ୍ୟା ଆଶଙ୍କା July 28, 2026 Papirani ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁଁ ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା ଓ ବୈତରଣୀରେ ବନ୍ୟା ଆଶଙ୍କା ରହିଛି। ଏ ନେଇ ଆଜି ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ…
ତାଜା ଖବର ରାଜ୍ୟ Heat Wave in Odisha: ଆସନ୍ତା ତିନି ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା June 8, 2026 Papirani ତାତିରୁ ମିଳିବ ନାହିଁ ନିସ୍ତାର । ରାଜ୍ୟରେ ଅସହ୍ୟ ଗରମ ସହ ଗୁଳୁଗୁଳି ଜାରି ରହିଥିବା ବେଳେ ଆସନ୍ତା ତିନି ଦିନ ତାପମାତ୍ରା ଆହୁରି ୩ ଡିଗ୍ରୀ ବଢ଼ିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଏହା ସହ ଉପକୂଳ ଓଡ଼ିଶା…
ତାଜା ଖବର ରାଜ୍ୟ Red Warning Issue For Heat Wave in Odisha: ହିଟ୍ୱେଭ୍ ନେଇ ସମ୍ବଲପୁର, ବଲାଙ୍ଗିରକୁ ରେଡ୍ ୱାର୍ଣ୍ଣିଂ ଜାରି May 25, 2026 Papirani ହିଟ୍ୱେଭ୍ ନେଇ ସମ୍ବଲପୁର, ବଲାଙ୍ଗିରକୁ ରେଡ୍ ୱାର୍ଣ୍ଣିଂ । ୨୫-୨୭ ମଇ ପର୍ଯ୍ୟନ୍ତ ସମ୍ବଲପୁର ଏବଂ ବଲାଙ୍ଗୀର ଜିଲ୍ଲାର ବିଚ୍ଛିନ୍ନ ସ୍ଥାନରେ ପ୍ରବଳ ଗୁଳୁଗୁଳି ଓ ତାତି ନେଇ ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଏହା ସହ…
ତାଜା ଖବର ରାଜ୍ୟ Orange Alert For Thunderstorm, Rain in Odisha: ଆଗାମୀ ତିନି ଘଣ୍ଟା ମଧ୍ୟରେ ୧୦ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ପାଇଁ ଅରେଞ୍ଜ ଆଲର୍ଟ ଜାରି May 21, 2026 Papirani ଭାରତୀୟ ପାଣିପାଗ ବିଭାଗ (IMD) ଆଗାମୀ ତିନି ଘଣ୍ଟା ମଧ୍ୟରେ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହିତ ଝଡ଼ବର୍ଷା, ହାଲୁକାରୁ ମଧ୍ୟମ ବର୍ଷା ଏବଂ ଝଡ଼ ପବନ ବହିବାର ପୂର୍ବାନୁମାନ କରିଛି । ୧୦ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ପାଇଁ ଅରେଞ୍ଜ…
ତାଜା ଖବର ରାଜ୍ୟ Heat Wave in Odisha: ରାଜ୍ୟରେ ବଢ଼ୁଛି ଗରମ ପ୍ରକୋପ; ୪୦ ଡିଗ୍ରୀ ଉପରେ ରହିଛି ୧୧ଟି ସହର May 17, 2026 Papirani ରାଜ୍ୟରେ ଦିନକୁ ଦିନ ବଢ଼ୁଛି ଖରାର ପ୍ରକୋପ। ପ୍ରବଳ ଗରମରେ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ରବିବାର ଓଡ଼ିଶାର ୧୧ ସହର ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଆଗାମୀ କିଛି ଦିନ ଆହୁରି ଗରମ ବଢ଼ିବ ବୋଲି ସତର୍କ କରିଛି ଭାରତୀୟ…
ତାଜା ଖବର ରାଜ୍ୟ Kalabaisakhi Alert In Odisha; ୧୦ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ କାଳବୈଶାଖୀର ପ୍ରଭାବ May 5, 2026 Papirani ରାଜ୍ୟରେ ଜାରି ରହିଛି କାଳବୈଶାଖୀ ପ୍ରଭାବ। ୧୦ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିବ ବୋଲି ଆକଳନ । ଛତିଶଗଡ଼ରୁ ମଣିପୁର ପର୍ଯ୍ୟନ୍ତ ଏକ ଟ୍ରଫ୍ଲାଇନ୍ ଆଭ୍ୟନ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଦେଇ ଗତି କରୁଛି। ଏହାର…
ତାଜା ଖବର ରାଜ୍ୟ Heat Wave in Odisha: ୪୪ ଡିଗ୍ରୀ ଛୁଇଁଲା ତାପମାତ୍ରା; ହିଟ୍ ୱେଭ୍ ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର April 23, 2026 Papirani ସାରା ଓଡ଼ିଶାରେ କଲବଲ୍ କରୁଛି ତାତି। ଦିନକୁ ଦିନ ବଢ଼ୁଥିବା ତାପମାତ୍ରା ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ କରିଦେଉଛି ଜନଜୀବନ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିଛି। ଏହାରି ମଧ୍ୟରେ ରାଜ୍ୟର…
ତାଜା ଖବର ରାଜ୍ୟ Rain Alert In Odisha: କାଳବୈଶାଖୀ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି March 25, 2026 Papirani ଭାରତୀୟ ପାଣିପାଗ ବିଭାଗ (IMD)ର ଆଞ୍ଚଳିକ କେନ୍ଦ୍ର ଆଜି ଓଡ଼ିଶା ପାଇଁ ବର୍ଷା ସତର୍କତା ଜାରି କରିଛି ଏବଂ ଦୁଇ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଘଡ଼ଘଡ଼ି ସହ ଝଡ଼ ବର୍ଷା ନେଇ କାଲି ପର୍ଯ୍ୟନ୍ତ ୮ ଜିଲ୍ଲାକୁ…