Tag: Weather alert

Heat wave Alert: ଆରମ୍ଭରୁ ରାଜ୍ୟରେ ଅସମ୍ଭାଳ ତାତି; ୪୦ ଡିଗ୍ରୀ ଛୁଇଁବ ପାରଦ

ଗ୍ରୀଷ୍ମ ଆରମ୍ଭରୁ ଏବେ ତାତି ଅସମ୍ଭାଳ ହେଲାଣି। ସାରା ଓଡ଼ିଶାରେ ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଇବା ସହିତ ଗରମ ପରିସ୍ଥିତି ତୀବ୍ର ହେବାରେ ଲାଗିଛି। ପାରଦ ଏବେ ୪୦°C ପାଖାପାଖି ପହଞ୍ଚିବାରେ ଲାଗିଛି, ଯାହା ରାଜ୍ୟର ବିଭିନ୍ନ ସ୍ଥାନରେ ପାଗକୁ…

Heat Wave In Odisha: ଆଗାମୀ ୨ ଦିନ ମଧ୍ୟରେ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଆହୁରି କଲବଲ କରିବ ତାତି। ଆଗାମୀ ୨ ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ଦୁଇ ଦିନ ମଧ୍ୟରେ ସମଗ୍ର ଓଡ଼ିଶାରେ…

Low Pressure: ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା

ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ କେନ୍ଦ୍ର (IMD) ବିଷୁବଭାରତୀୟ ମହାସାଗର ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ପୂର୍ବାନୁମାନ କରିଛି ଏବଂ ଓଡ଼ିଶାରେ…

Delhi Pollution: ଦିଲ୍ଲୀରେ ସାଂଘାତିକ ବାୟୁ ପ୍ରଦୂଷଣ

ଦିନକୁ ଦିନ ଦିଲ୍ଲୀରେ ସାଂଘାତିକ ହେବାରେ ଲାଗିଛି ବାୟୁ ପ୍ରଦୂଷଣ । ପରିବେଶ ସଂପୂର୍ଣ୍ଣ ଧୂଆଁମୟ । ବାୟୁ ପ୍ରଦୂଷଣ ଓ ଘନ କୁହୁଡ଼ି ଆଜି ଦିଲ୍ଲୀବାସୀଙ୍କୁ କଲବଲ କରିଛି। ଦିଲ୍ଲୀ-ଏନ୍‌ସିଆରରେ ବାୟୁ ଗୁଣବତ୍ତା ସାମାନ୍ୟ ଉନ୍ନତ ହୋଇଥିଲେ ମଧ୍ୟ ରାଜଧାନୀ…

Cold Wave: ରାଜ୍ୟରେ ଶୀତର ଲହରୀ; ୧୦ ଡିଗ୍ରୀ ତଳେ ୧୨ ସହର

ରାଜ୍ୟରେ ଶୀତର ଲହରୀ ଜାରି ରହିଛି । କ୍ରମାଗତ ଭାବେ ତାପମାତ୍ରା ତଳମୁହାଁ ହେଉଥିବା ବେଳେ ଗତ ୨୪ ଘଂଟା ମଧ୍ୟରେ ୧୨ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ରାଉରକେଲାରେ ସବୁଠୁ ଥଣ୍ଡା ସହର । ରାଉରକେଲା…

Weather Alert: ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟକୁ ନାହିଁ ବର୍ଷା ଭୟ: ମନୋରମା ମହାନ୍ତି

ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟକୁ ବର୍ଷା ଭୟ ନାହିଁ । ଏ ନେଇ ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି । ସେ କହିଛନ୍ତି ଅବପାତର ରୂପ ନେଇଛି ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଥିବା ଲଘୁଚାପ…

Cyclone Update: ସୃଷ୍ଟି ହେଲା ଆଉ ଏକ ଲଘୁଚାପ

ଶ୍ରୀଲଙ୍କା ଅଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି । ବଙ୍ଗୋପସାଗର ତତ୍‌ସଂଲଗ୍ନ ଶ୍ରୀଲଙ୍କା ଅଞ୍ଚଳରେ ଲଘୁଚାପ । ଭାରତ ପାଣିପାଗ ବିଭାଗର ଅନୁଯାୟୀ, କୋମୋରିନ୍ ଅଞ୍ଚଳ ଏବଂ ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକ ଉପରେ ଏକ ଉପର ବାୟୁ ଘୂର୍ଣ୍ଣିଝଡ଼ ପରିସର ଆଜି ସକାଳ…

Low Pressure: ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା; ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ

ବଙ୍ଗୋପସାଗରରେ ବାତ୍ୟା ହେବା ସମ୍ଭାବନା । ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ । ଏହା ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏ ନେଇ ଭାରତ ପାଣିପାଗ ବିଭାଗ ସ୍ପଷ୍ଟ କରିଛି। କିଛି ଘରୋଇ…

Low pressure: ବଙ୍ଗୋପସାଗରରେ ଆସୁଛି ଲଘୁଚାପ; ବର୍ଷାରେ ଭିଜିବ ଓଡିଶା

ସାରା ରାଜ୍ୟରେ ଏବେ ଶୀତ ଲହରୀ ଜାରି ରହିଥିବା ବେଳେ ଆଗକୁ ଆସୁଛି ଲଘୁଚାପ । ପୁଣି ବର୍ଷାରେ ଭିଜିବ ଓଡିଶା ।ଏନେଇ ଆଜି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ତେବେ ଲଘୁଚାପ ପ୍ରଭାବରେ ରାଜ୍ୟରେ ଶୀତ…

CycloneMontha: ଭୀଷଣ ବାତ୍ୟାର ରୂପ ନେଲା ମୋନ୍ଥା

ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ‘ମୋନ୍ଥା’ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ସମୁଦ୍ର ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେଲା ‘ମୋନ୍ଥା’ । ଘଣ୍ଟା ପ୍ରତି ୧୫ କିମି ବେଗରେ ଗତି କରି ନିକଟତର ହେଉଛି ବାତ୍ୟା ମୋନ୍ଥା । ମଛଲିପଟନମ ଠାରୁ…