ହିଟ୍ୱେଭ୍ ନେଇ ସମ୍ବଲପୁର, ବଲାଙ୍ଗିରକୁ ରେଡ୍ ୱାର୍ଣ୍ଣିଂ । ୨୫-୨୭ ମଇ ପର୍ଯ୍ୟନ୍ତ ସମ୍ବଲପୁର ଏବଂ ବଲାଙ୍ଗୀର ଜିଲ୍ଲାର ବିଚ୍ଛିନ୍ନ ସ୍ଥାନରେ ପ୍ରବଳ ଗୁଳୁଗୁଳି ଓ ତାତି ନେଇ ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଏହା ସହ ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରଯାଇଛି। Post navigation Home Minister Amit Shah to visit Border areas, Review Security at BSF Posts Advisory Issued For SIR 2026 Field Work: ୧୨ଟାରୁ ୩ଟା ଯାଏଁ ବନ୍ଦ ରହିବ ଏସ୍ଆଇଆର୍ ଫିଲ୍ଡ ୱାର୍କ