Tag: Heat wave

Heat Wave in Odisha: ଆସନ୍ତା ତିନି ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା

ତାତିରୁ ମିଳିବ ନାହିଁ ନିସ୍ତାର । ରାଜ୍ୟରେ ଅସହ୍ୟ ଗରମ ସହ ଗୁଳୁଗୁଳି ଜାରି ରହିଥିବା ବେଳେ ଆସନ୍ତା ତିନି ଦିନ ତାପମାତ୍ରା ଆହୁରି ୩ ଡିଗ୍ରୀ ବଢ଼ିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଏହା ସହ ଉପକୂଳ ଓଡ଼ିଶା…

Heat Wave in Odisha: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ; ୪୧ ଡିଗ୍ରୀ ଛୁଇଁଲା ଭୁବନେଶ୍ୱରରେ ତାପମାତ୍ରା

ରାଜ୍ୟରେ ଅସହ୍ୟ ତାତିକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନ ଜୀବନ । ଆଜି ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ଦିନ ୨ଟା ୩୦ ସୁଦ୍ଧା ୪୧ ଡିଗ୍ରୀ ସେଲସିୟସ୍‌ ଛୁଇଁଥିବା ବେଳେ ଆର୍ଦ୍ରତା ୩୮ ପ୍ରତିଶତ ରହିଥିଲା। ଯାହାର ୫୦ ଡିଗ୍ରୀ ପରି ଅନୁଭୂତ…

Summer Vacation May Be Extended: ରାଜ୍ୟରେ ବଢ଼ିପାରେ ଖରା ଛୁଟି ଅବଧି

ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ଯୋଗୁଁ ବଢ଼ିପାରେ ବିଭିନ୍ନ ସ୍କୁଲରେ ଚାଲିଥିବା ଖରା ଛୁଟି ଅବଧି । ଏ ନେଇ ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି ଜୁନ୍ ୨୨ ତାରିଖରେ…

Red Warning Issue For Heat Wave in Odisha: ହିଟ୍‌ୱେଭ୍‌ ନେଇ ସମ୍ବଲପୁର, ବଲାଙ୍ଗିରକୁ ରେଡ୍‌ ୱାର୍ଣ୍ଣିଂ ଜାରି

ହିଟ୍‌ୱେଭ୍‌ ନେଇ ସମ୍ବଲପୁର, ବଲାଙ୍ଗିରକୁ ରେଡ୍‌ ୱାର୍ଣ୍ଣିଂ । ୨୫-୨୭ ମଇ ପର୍ଯ୍ୟନ୍ତ ସମ୍ବଲପୁର ଏବଂ ବଲାଙ୍ଗୀର ଜିଲ୍ଲାର ବିଚ୍ଛିନ୍ନ ସ୍ଥାନରେ ପ୍ରବଳ ଗୁଳୁଗୁଳି ଓ ତାତି ନେଇ ରେଡ୍‌ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଏହା ସହ…

Heat Wave Warning in Odisha: ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି: ୨୮ ଯାଏଁ ତାତିରୁ ମିଳିବନି ତ୍ରାହି

ଦିନକୁ ଦିନ ସାରା ରାଜ୍ୟରେ ପ୍ରଚଣ୍ଡ ତାତି ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ୨୮ ଯାଏଁ ରାଜ୍ୟରେ ଗରମ ଓ ଗୁଳୁଗୁଳିରୁ ତ୍ରାହି ମିଳିବ ନାହିଁ ବୋଲି ସ୍ୱତନ୍ତ୍ର ବୁଲେଟିନ୍‌ ଜରିଆରେ ସତର୍କ କରାଇଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର…

बिजली कटौती पर सफाई नहीं, समाधान चाहिए

ओडिशा में जारी अघोषित बिजली कटौती ने आम लोगों का जीवन अस्त-व्यस्त कर दिया है। भीषण गर्मी में घंटों बिजली गुल रहने से घरों, अस्पतालों, दुकानों और विद्यार्थियों को भारी…