ଦିନକୁ ଦିନ ସାରା ରାଜ୍ୟରେ ପ୍ରଚଣ୍ଡ ତାତି ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି ।  ୨୮ ଯାଏଁ ରାଜ୍ୟରେ ଗରମ ଓ ଗୁଳୁଗୁଳିରୁ ତ୍ରାହି ମିଳିବ ନାହିଁ ବୋଲି ସ୍ୱତନ୍ତ୍ର ବୁଲେଟିନ୍‌ ଜରିଆରେ ସତର୍କ କରାଇଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ ଓ ବଲାଙ୍ଗିର ପାଇଁ ହିଟ୍‌ ୱେଭ୍ ୱାର୍ଣ୍ଣିଂ ହୋଇଛି । ଏଥିସହ ସଂପୃକ୍ତ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ମୁକାବିଲା ପରାମର୍ଶ। 

Leave a Reply

Your email address will not be published. Required fields are marked *