Tag: Odisha Police

Police SI Exam Scam: ପୋଲିସ ଏସଆଇ ପରୀକ୍ଷା ଦୁର୍ନୀତି ମାମଲା: ୯ଟି ସ୍ଥାନରେ ଇଡିର ଚଢ଼ାଉ

ରାଜ୍ୟରେ ଚହଳ ସୃଷ୍ଟି କରିଥିବା ପୋଲିସ ଏସଆଇ ପରୀକ୍ଷା ସ୍କାମ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଡ଼ ଧରଣର ଆକ୍ସନ ନେଇଛି। ଓଡ଼ିଶା ପୋଲିସ୍ ସବ୍-ଇନ୍ସପେକ୍ଟର ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ରାଜ୍ୟର ୯ଟି ଭିନ୍ନ ଭିନ୍ନ ସ୍ଥାନରେ ଏକାସଙ୍ଗରେ…

12-Hour Odisha Bandh Tomorrow: କାଲି ଓଡ଼ିଶା ବନ୍ଦ୍‌; ଭୁବନେଶ୍ୱରରେ ମୁତୟନ ହେବେ ୧୮ ପ୍ଲାଟୁନ୍ ଫୋର୍ସ

ଆସନ୍ତାକାଲି ଓଡ଼ିଶା ବନ୍ଦକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ବନ୍ଦ ସମୟରେ ରାଜଧାନୀରେ ୧୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ଭୁବନେଶ୍ୱର ଡିସିପି ସର୍ବଣା ବିବେକ ଏମ୍‌ ସୂଚନା ଦେଇଛନ୍ତି । ଏନେଇ…

Odisha Police SI Exam: ଓଡ଼ିଶା ପୋଲିସ SI ପରୀକ୍ଷା ୨୦୨୬: ଆସନ୍ତା ନଭେମ୍ବରରେ ହେବ ପରୀକ୍ଷା

ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ଦ୍ୱାରା ପରିଚାଳିତ SI ନିଯୁକ୍ତି ପରୀକ୍ଷାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ଦୀର୍ଘ ଦିନର ପ୍ରତୀକ୍ଷା ପରେ ଶେଷରେ ଓଡ଼ିଶା ପୋଲିସ ସବ୍-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ପାଇଁ ତାରିଖ ଘୋଷଣା…

10,000 Police Personnel to Be Recruited: ଆସନ୍ତା ଫେବୃୟାରୀ ସୁଦ୍ଧା ନିଯୁକ୍ତି ହେବେ ୧୦ ହଜାର ପୋଲିସ

ଆସନ୍ତା ଫେବୃୟାରୀ ମାସ ସୁଦ୍ଧା ରାଜ୍ୟରେ ପ୍ରାୟ ୧୦ ହଜାର ପୋଲିସ କର୍ମଚାରୀ ନିଯୁକ୍ତି ହେବେ। ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜି) ବିନୟତୋଷ ମିଶ୍ର । ରାଜ୍ୟରେ ପୋଲିସ ବାହିନୀକୁ ଆହୁରି ସୁଦୃଢ଼ କରିବା ଏବଂ ଆଇନଶୃଙ୍ଖଳା…

Odisha STF Team Returns from Digha: ବାଲେଶ୍ୱରରୁ ଓରାଙ୍ଗଉଟାନ ଉଦ୍ଧାର ଘଟଣା: ଦିଘାରୁ ଫେରିଲା STF ଟିମ୍‌

ବାଲେଶ୍ୱରରୁ ଓରାଙ୍ଗଉଟାନ ଉଦ୍ଧାର ଘଟଣାର ତଦନ୍ତକୁ ନେଇ ଓଡ଼ିଶା STF ତତ୍ପର ହୋଇଛି । ଏହି ଘଟଣାରେ ତଦନ୍ତ କରିବା ପାଇଁ ଦିଘା ଯାଇଥିବା ସ୍ପେଶାଲ ଟାସ୍କ ଫୋର୍ସର ଟିମ୍‌ ଓଡ଼ିଶା ଫେରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଦିଘାରୁ…

Operation Anweshan: ଅପରେସନ୍ ଅନ୍ୱେଷଣ: ୧୭ଟି ରାଜ୍ୟରୁ ୧୦୧ ନିଖୋଜ ଶିଶୁଙ୍କୁ ଉଦ୍ଧାର କଲା ଓଡ଼ିଶା ପୋଲିସ

ଓଡ଼ିଶା ପୋଲିସ ଦ୍ୱାରା ଚାଲିଥିବା ବିଶେଷ ଅଭିଯାନ ‘ଅପରେସନ୍ ଅନ୍ୱେଷଣ’ ମାଧ୍ୟମରେ ରାଜ୍ୟ ପୋଲିସକୁ ବଡ଼ ସଫଳତା ମିଳିଛି। ସପ୍ତାହବ୍ୟାପୀ ଚାଲିଥିବା ଏହି ଅଭିଯାନରେ ଦେଶର ୧୭ଟି ରାଜ୍ୟରେ ୨୭ଟି ବିଶେଷ ଟିମ୍ ଚଢ଼ାଉ କରି ମୋଟ ୧୦୧ ଜଣ ନିଖୋଜ…

CPSE-2024 Exam Announcement Soon: ଖୁବ ଶୀଘ୍ର ହେବ ପୁଲିସ ଏସ୍‌ଆଇ ପରୀକ୍ଷା ଘୋଷଣା

ମିଳିତ ପୁଲିସ୍‌ ସେବା ପରୀକ୍ଷା (CPSE)-୨୦୨୪କୁ ନେଇ ଖୁବ ଶୀଘ୍ର ଘୋଷଣା କରାଯିବ । ଏନେଇ ଓଡ଼ିଶା ୟୁନିଫର୍ମଡ୍‌ ସେବା କର୍ମଚାରୀ ଚୟନ ଆୟୋଗ (OUESSS) ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇଛି । ଆୟୋଗ ପକ୍ଷରୁ କୁହାଯାଇଛି ଯେ, ପୂର୍ବରୁ…

Major Reshuffle in Odisha Police: ରାଜ୍ୟ ପୁଲିସ ପ୍ରଶାସନରେ ବଡ଼ ଧରଣର ପଦୋନ୍ନତି: ୧୫ ଜଣ ଅତିରିକ୍ତ ଏସପି ବନିଲେ ଏସପି

ଓଡ଼ିଶା ପୋଲିସ ପ୍ରଶାସନରେ ଏକ ବଡ଼ ଧରଣର ଅଦଳବଦଳ ଓ ପଦୋନ୍ନତି ଦେଖିବାକୁ ମିଳିଛି। ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ଓଡ଼ିଶା ପୋଲିସ ସେବା (OPS) କ୍ୟାଡରର ୧୫ ଜଣ ଅତିରିକ୍ତ ଏସପିଙ୍କ ପଦୋନ୍ନତି ସମ୍ପର୍କରେ ଏକ…