ତାଜା ଖବର ରାଜ୍ୟ Three Youths Swept Away at Naraj Dam: ସେଲ୍ଫି ନେବା ବେଳେ ନରାଜରେ ଭାସିଗଲେ ୩ ଯୁବକ July 5, 2026 Papirani କଟକର ନରାଜ ନିକଟ ମହାନଦୀରେ ଅଘଟଣ । ସେଲ୍ଫି ନେବା ବେଳେ ଭାସିଗଲେ ୩ ଯୁବକ। ପ୍ରବଳ ପାଣି ମାଡ଼ି ଆସିବାରୁ ୩ ଯୁବକ ଆଜି ନରାଜ ପୁରୁଣା ବନ୍ଧ ପାଖରେ ଭସିଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଉଦ୍ଧାର କରାଯାଇଥିଲା…
ତାଜା ଖବର ରାଜ୍ୟ Woman IIC Found Dead: କଟକ ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରୁ ମହିଳା IICଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର July 4, 2026 Nirvay କଟକ ସହର ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରୁ ଜଣେ ମହିଳା ଥାନା ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଅଧିକାରୀ ଜଣଙ୍କ ହେଲେ ଚାଉଳିଆଗଞ୍ଜ ଥାନାର ଭାରପ୍ରାପ୍ତ ଅଧିକାରୀ(IIC) ବ୍ୟୁଟି ମହାନ୍ତି । ସୂଚନା ଅନୁସାରେ, ଆଜି ସକାଳେ ଥାନା…
ତାଜା ଖବର ରାଜ୍ୟ HIV Positive Cases Detected In Chaudwar Jail: ଚୌଦ୍ୱାର ମଣ୍ଡଳ କାରାଗାରରେ ୫ କଏଦୀ HIV ପଜିଟିଭ ଚିହ୍ନଟ July 3, 2026 Papirani ଚୌଦ୍ୱାର ମଣ୍ଡଳ କାରାଗାରରେ ୫ କଏଦୀ HIV ପଜିଟିଭ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସଜା କାଟୁଥିବା ବେଳେ ଅନ୍ୟ ୩ ବିଚାରାଧୀନ କଏଦୀ ବୋଲି ଜଣାପଡ଼ିଛି । ଏନେଇ ସୂଚନା ଦେଇଛନ୍ତି ଜେଲ୍ ଅଧୀକ୍ଷକ ସୁଜିତ ରାଉଳ…
ତାଜା ଖବର ରାଜ୍ୟ Bank Fraud in Cuttack: ୩.୨୫ କୋଟି ଟଙ୍କା ଠକେଇ ମାମଲା; ୟୁକୋ ବ୍ୟାଙ୍କର ପୂର୍ବତନ ଶାଖା ମୁଖ୍ୟ ଶିବ ପ୍ରସାଦ ଦାସ ଗିରଫ July 1, 2026 Papirani ୩ କୋଟି ୨୫ ଲକ୍ଷ ଟଙ୍କାରୁ ଅଧିକ ଋଣ ଠକେଇ ମାମଲାରେ ୟୁକୋ ବ୍ୟାଙ୍କର ପୂର୍ବତନ ଶାଖା ମୁଖ୍ୟ ଶିବ ପ୍ରସାଦ ଦାସ ଗିରଫ । କଟକ ଓଲ୍ଡ ସେକ୍ରେଟେରିଏଟ୍ ଶାଖାର ମୁଖ୍ୟ ଥିବା ସମୟରେ ଠକେଇ ଅଭିଯୋଗରେ ଆଜି ତ୍ରିଶୁଳିଆରୁ…
ତାଜା ଖବର ରାଜ୍ୟ Missing SCB Patient Found: କଟକ ଏସସିବିରୁ ନିଖୋଜ ରୋଗୀ ଉଦ୍ଧାର June 28, 2026 Papirani କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ନିଖୋଜ ହୋଇଯାଇଥିବା ବାରିପଦାର ଚନ୍ଦ୍ରକାନ୍ତ ମହାନ୍ତି (୫୬ ବର୍ଷ) ନାମକ ଜଣେ ବୃଦ୍ଧ ରୋଗୀଙ୍କୁ ଉଦ୍ଧାର କଲା ପୋଲିସ। କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳରୁ ଉଦ୍ଧାର କରିଛି ପୋଲିସ। ସମ୍ପର୍କୀୟ ଲୋକ ଆସିବା ପରେ…
ତାଜା ଖବର ରାଜ୍ୟ Newborn Girl dies in Hospital after Delivery on Rajadhani Express near Cuttack June 22, 2026 Nirvay A newborn baby girl, delivered aboard the Rourkela-Gunupur Rajarani Express near Cuttack, died while undergoing treatment at SCB Medical College and Hospital. The infant had been admitted in critical condition…
ତାଜା ଖବର ରାଜ୍ୟ Passenger Delivers Baby In Train: ରାଉରକେଲା-ଗୁଣପୁର ରାଜାରାଣୀ ଏକ୍ସପ୍ରେସରେ ପ୍ରସବ କଲେ ମହିଳା ଯାତ୍ରୀ June 21, 2026 Papirani ଚଳନ୍ତା ଟ୍ରେନରେ ପ୍ରସବ କରିଛନ୍ତି ଜଣେ ମହିଳା ଯାତ୍ରୀ । ରାଉରକେଲା-ଗୁଣପୁର ରାଜାରାଣୀ ଏକ୍ସପ୍ରେସ ଭିତରେ ମହିଳା ଯାତ୍ରୀ ଶିଶୁପୁତ୍ର ଜନ୍ମ କରିଛନ୍ତି। କିଛି ସମୟ ବ୍ୟବଧାନରେ ଟ୍ରେନ୍ ଯାତ୍ରୀ ଜଣକ ଦୁଇଟି ସନ୍ତାନ ପ୍ରସବ ଗୋଟିଏ ଟ୍ରେନ୍ ଭିତରେ, ଅନ୍ୟଟି…
ତାଜା ଖବର ରାଜ୍ୟ Cuttack Fish Market Fire: କଟକର ମାଛ ମାର୍କେଟରେ ଅଗ୍ନିକାଣ୍ଡ June 1, 2026 Papirani କଟକ ପ୍ରେସ୍ ଛକ ମାଛ ମାର୍କେଟରେ ବଡ଼ ଧରଣର ଅଗ୍ନିକାଣ୍ଡ । ଭୟଙ୍କର ନିଆଁରେ ଜଳିପୋଡ଼ି ଛାରଖାର ହୋଇଯାଇଛି କଟକ ପ୍ରେସଛକ ମାଛ ମାର୍କେଟ । ସମ୍ପୂର୍ଣ୍ଣ ବଜାର ନିଆଁରେ ପୋଡ଼ି ଯାଇଥିବା ବେଳେ, ଏକ ବ୍ୟାଙ୍କ କୋଠା ସମେତ ନିକଟବର୍ତ୍ତୀ…
ତାଜା ଖବର ରାଜ୍ୟ 3 Revenue Inspectors Suspended: ନିଲମ୍ବିତ ହେଲେ ୩ ଜଣ ଆର୍ଆଇ May 29, 2026 Papirani ନିଲମ୍ବିତ ହେଲେ ୩ ଜଣ ଆର୍ଆଇ । କର୍ତ୍ତବ୍ୟରେ ଅବହେଳା ପାଇଁ କଟକର ତିନି ଜଣ ରାଜସ୍ୱ ନିରୀକ୍ଷକ (ଆରଆଇ)ଙ୍କୁ ନିଲମ୍ବନ କଲେ କଟକ ଜିଲ୍ଲାପାଳ। ତହସିଲଦାରଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରିଥିବା ଅଭିଯୋଗ ହୋଇଛି । ଏହା ପରେ ରାଜସ୍ୱ ସମ୍ବନ୍ଧୀୟ…
ରାଜନୀତି ରାଜ୍ୟ BJD gheraos DGP Office in Cuttack over Law-and-Order situation May 14, 2026 Nirvay The Biju Janata Dal (BJD) on Wednesday gheraoed the Director General of Police (DGP) office in Cuttack protesting the collapse of law and order in the State. During the gherao,…