ତାଜା ଖବର ରାଜ୍ୟ ଭୁଶୁଡ଼ିଲା କଟକ ଶିଶୁ ଭବନର ନୂତନ ବିଲ୍ଡିଂ କାନ୍ଥ June 25, 2025 Papirani କଟକ ଶିଶୁ ଭବନରେ ନବନିର୍ମିତ ଶିଶୁ ସ୍ୱାସ୍ଥ୍ୟସେବା କେନ୍ଦ୍ରର କୋଠାର କିଛି ଅଂଶ ଆଜି ଅପରାହ୍ନରେ ଭୁଶୁଡ଼ି ପଡ଼ିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ଲଗାଣ ବର୍ଷା ସମୟରେ ଭୁଶୁଡ଼ି ପଡ଼ିଲା ସାଇଡ଼ କାନ୍ଥ । କିଛି ଦିନ ପୂର୍ବେ ଉଦଘାଟନ…
ରାଜ୍ୟ ଆସନ୍ତା ୨୦ ତାରିଖରେ ବନ୍ଦ ରହିବ ଭୁବନେଶ୍ୱର ଓ କଟକ ମହାନଗରର ସମସ୍ତ ସ୍କୁଲ June 18, 2025 Nirvay ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ଆସନ୍ତା ୨୦ ତାରିଖରେ ଭୁବନେଶ୍ୱର ଓ କଟକର ସମସ୍ତ ସ୍କୁଲ ବନ୍ଦ ରହିବ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଖୋର୍ଦ୍ଧା ଏବଂ କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖାଯାଇଛି ।…
ତାଜା ଖବର ରାଜ୍ୟ ଏସସିବିରେ ଜଣେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ମୃତ୍ୟୁ June 16, 2025 Papirani ଯାଜପୁରରେ କାୟା ମେଲାଉଛି ଝାଡାବାନ୍ତି । ଏହାରି ମଧ୍ୟରେ କଟକ ଏସସିବିରେ ଆଉ ଜଣେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ମୃତ୍ୟୁ ସ୍ପଷ୍ଟ କରିଛନ୍ତି ହସ୍ପିଟାଲ୍ କର୍ତ୍ତୃପକ୍ଷ । ମୃତକ ଜଣଙ୍କ ଯାଜପୁର ସୁକିନ୍ଦା ଅଞ୍ଚଳର ସୂଚନା ।…
ତାଜା ଖବର ରାଜ୍ୟ କଟକ ଠାରେ ରାଜ୍ୟସ୍ତରୀୟ ନାରୀ ଶକ୍ତି ସମାବେଶର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ June 13, 2025 Papirani ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା କଟକର ବାଲିଯାତ୍ରା ପଡ଼ିଆ ଠାରେ ଆଜି ରାଜ୍ୟସ୍ତରୀୟ ନାରୀ ଶକ୍ତି ସମାବେଶ ଆୟୋଜିତ ହୋଇଯାଇଛି। ଏହି ରାଜ୍ୟସ୍ତରୀୟ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…
ଖେଳ ତାଜା ଖବର ରାଜ୍ୟ ଡିସେମ୍ବର ୯ରେ ବାରବାଟୀରେ ହେବ ଟି-ଟ୍ବେଣ୍ଟି June 9, 2025 Papirani ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ୍ । ଆସନ୍ତା ଡିସେମ୍ବର ୯ରେ ଖେଳାଯିବ ମ୍ୟାଚ୍ । ଚଳିତ ବର୍ଷ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚଟି ଟି-୨୦ ଏବଂ ତିନୋଟି ଦିନିକିଆ ମ୍ୟାଚର ସିରିଜ୍ ଖେଳାଯିବ। ସେଥିମଧ୍ୟରୁ ଡିସେମ୍ବର ୯ରେ ଓଡ଼ିଶାର…
ତାଜା ଖବର ରାଜ୍ୟ ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ନାରୀ ଶକ୍ତି ମେଳା June 8, 2025 Papirani ରାଜ୍ୟ ସରକାରଙ୍କ ଏକ ବର୍ଷ ପୁର୍ତ୍ତି ପାଳନ ଅବସରରେ କଟକରେ ହେବାକୁ ଯାଉଛି ନାରୀ ଶକ୍ତି ମେଳା। ଆସନ୍ତା ୧୩ ତାରିଖରେ କଟକରେ ଅନୁଷ୍ଠିତ ହେବ ନାରୀ ଶକ୍ତି ମେଳା । ଏହି ଜିଲ୍ଲାସ୍ତରୀୟ ମେଳାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ…
ରାଜ୍ୟ କଟକରେ ଦ୍ଵିତୀୟ କୋଭିଡ୍ ଆକ୍ରାନ୍ତ ଚିହ୍ନଟ May 30, 2025 Nirvay ଭୁବନେଶ୍ୱର ପରେ କଟକରେ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୪୫ ବର୍ଷୀୟ ଜଣେ ବ୍ୟକ୍ତି କୋଭିଡ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ଜଣେ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା…
ତାଜା ଖବର ରାଜ୍ୟ କଟକରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ May 30, 2025 Papirani ରାଜଧାନୀ ଭୁବନେଶ୍ୱର, ଖୋର୍ଦ୍ଧା ପରେ ଏବେ କଟକରୁ ଚିହ୍ନଟ ହେଲେ କରୋନା ଆକ୍ରାନ୍ତ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧ ପାଉଥିବା ବେଳେ ଓଡ଼ିଶାକୁ ଫେରିଛି କରୋନା । ଏଯାବତ ୫ଜଣ ଚିହ୍ନଟ ହୋଇଥିବା ବେଳେ କଟକ ଆକ୍ରାନ୍ତଙ୍କୁ ମିଶାଇ ୬ଜଣ…
ତାଜା ଖବର ରାଜ୍ୟ କାଠଯୋଡ଼ିରେ ଅଘଟଣ: ଜଣେ ଇଞ୍ଜିନିୟରଙ୍କ ମୃତ; ଆଉ ଜଣେ ନିଖୋଜ May 18, 2025 Papirani କଟକ କାଠଯୋଡିରେ ଅଘଟଣ । ନଦୀରେ ବୁଡି ଜଣେ ଇଞ୍ଜିନିୟର ମୃତ ହୋଇଥିବା ବେଳେ ଆଉ ଜଣେ ଇଞ୍ଜିନିୟର ବୁଡ଼ି ନିଖୋଜ ରହିଛନ୍ତି । କଟକର ସିଡିଏ- ୧୦ ବୀରେନ ମିତ୍ର ପାର୍କ ନିକଟରେ ନିକଟରେ ଘଟିଛି ଏହି ଘଟଣା ।…
ତାଜା ଖବର ରାଜ୍ୟ ପିସିଆର୍ ଭ୍ୟାନ୍କୁ ହାଇଓ୍ୱା ଧକ୍କା ଦେବା ଘଟଣା: ମୃତ ୨ ପୋଲିସ କର୍ମଚାରୀଙ୍କୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ April 22, 2025 Papirani କଟକ ଗତିରାଉତପାଟଣା ନିକଟରେ ପିସିଆର୍ ଭ୍ୟାନ୍କୁ ଧକ୍କା ଦେଲା ହାଇଓ୍ୱା। ଯେଉଁଥିରେ ଦୁଇ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଏଥିରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ ସହ ସହାୟତା…