ନିଲମ୍ବିତ ହେଲେ ୩ ଜଣ ଆର୍ଆଇ । କର୍ତ୍ତବ୍ୟରେ ଅବହେଳା ପାଇଁ କଟକର ତିନି ଜଣ ରାଜସ୍ୱ ନିରୀକ୍ଷକ (ଆରଆଇ)ଙ୍କୁ ନିଲମ୍ବନ କଲେ କଟକ ଜିଲ୍ଲାପାଳ। ତହସିଲଦାରଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରିଥିବା ଅଭିଯୋଗ ହୋଇଛି । ଏହା ପରେ ରାଜସ୍ୱ ସମ୍ବନ୍ଧୀୟ କାର୍ଯ୍ୟରେ ତ୍ରୁଟି ଅଭିଯୋଗ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । Post navigation Global Temperatures: ଆସନ୍ତା ୫ ବର୍ଷରେ ରେକର୍ଡ ଅତିକ୍ରମ କରିବ ବିଶ୍ୱର ତାପମାତ୍ରା: WMO Third-Degree Allegation at Barang Police Station: ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣା; ରାସ୍ତା ଅବରୋଧ କଲେ ଗ୍ରାମବାସୀ