Tag: suspended

3 Revenue Inspectors Suspended: ନିଲମ୍ବିତ ହେଲେ ୩ ଜଣ ଆର୍‌ଆଇ

ନିଲମ୍ବିତ ହେଲେ ୩ ଜଣ ଆର୍‌ଆଇ । କର୍ତ୍ତବ୍ୟରେ ଅବହେଳା ପାଇଁ କଟକର ତିନି ଜଣ ରାଜସ୍ୱ ନିରୀକ୍ଷକ (ଆରଆଇ)ଙ୍କୁ ନିଲମ୍ବନ କଲେ କଟକ ଜିଲ୍ଲାପାଳ। ତହସିଲଦାରଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରିଥିବା ଅଭିଯୋଗ ହୋଇଛି । ଏହା ପରେ ରାଜସ୍ୱ ସମ୍ବନ୍ଧୀୟ…

Punjab Rath Yatra suspends: ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ସ୍ଥଗିତ ରହିଲା ପଞ୍ଜାବରେ ହେବାକୁ ଥିବା ଅଦିନିଆ ରଥଯାତ୍ରା

ପଞ୍ଜାବରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ସ୍ଥଗିତ ।ଶ୍ରୀମନ୍ଦିର ପ୍ରଶାସନର ପ୍ରତିବାଦ ପରେ ମେ ୨୩ରେ ହେବାକୁ ଥିବା ରଥଯାତ୍ରାକୁ ସ୍ଥଗିତ ଘୋଷଣା କରାଯାଇଛି । ଫିରୋଜପୁର ସ୍ଥାନୀୟ ଜଗନ୍ନାଥ ମନ୍ଦିର କର୍ତ୍ତୃପକ୍ଷ ଏବଂ ମନ୍ଦିର କମିଟି ସଦସ୍ୟଙ୍କ ସହିତ ଆଲୋଚନା…

Asika SDPO Suspended: ଆସିକା SDPO ସନ୍ତୋଷ କୁମାର ଜେନା ନିଲମ୍ବିତ

ଆସିକା SDPO ସନ୍ତୋଷ କୁମାର ଜେନା ନିଲମ୍ବିତ । SDPOଙ୍କ ବିରୋଧରେ ଗୃହ ବିଭାଗ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ନିଲମ୍ବନ ସମୟରେ ଦକ୍ଷିଣାଞ୍ଚଳ IGଙ୍କ ଅଫିସରେ କାର୍ଯ୍ୟ କରିବେ SDPO । ଆଇଜିଙ୍କ ବିନା ଅନୁମତିରେ ଅନ୍ୟତ୍ର ନ ଯିବାକୁ…

Arabind Jena Suspended: ବିଜେଡିରୁ ସସ୍‌ପେଣ୍ଡ୍‌ ହେଲେ କର୍ପୋରେଟର ଅରବିନ୍ଦ ଜେନା

ବିଜେଡିରୁ ସସ୍‌ପେଣ୍ଡ୍‌ ହେଲେ CMC କର୍ପୋରେଟର ଅରବିନ୍ଦ ଜେନା । ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ପାଇଁ କଟକ ଜିଲ୍ଲା କଟକର କର୍ପୋରେଟର ଅରବିନ୍ଦ ଜେନାଙ୍କୁ ବିଜୁ ଜନତା ଦଳରୁ ନିଲମ୍ବିତ କରାଯାଇଛି। ଏ ନେଇ ବିଜେଡି ପକ୍ଷରୁ ପ୍ରେସ୍‌ ରିଲିଜ୍‌…

Dabugaon Police IIC Suspended: ଡାବୁଗାଁ ଥାନା IIC ସସ୍‌ପେଣ୍ଡ୍‌

ନବରଙ୍ଗପୁର ଡାବୁଗାଁ ଥାନା IIC ରଘୁନାଥ ମାଝୀ ସସ୍‌ପେଣ୍ଡ୍‌ । ଥାନା ଭିତରେ ଜଣେ ଯୁବକଙ୍କ ଆତ୍ମହତ୍ୟା ଘଟଣାରେ କର୍ତ୍ତବ୍ୟରେ ଅବହେଳା ପାଇଁ ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ପୋଲିସ ଷ୍ଟେସନର ଇନସପେକ୍ଟର-ଇନଚାର୍ଜ (ଆଇଆଇସି)ଙ୍କୁ ଏକ ବଡ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।…

Chhatar Sevak Suspended in Puri: ଶ୍ରୀମନ୍ଦିରରେ ଧ୍ୱଜା ବନ୍ଧା ନାଁରେ ଠକେଇ ମାମଲା; ଛତାର ସେବକ ନିଲମ୍ବିତ

ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଅନିୟମିତତା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଶ୍ରୀମନ୍ଦିରରେ ଧ୍ୱଜା ବାନ୍ଧିବା ନାଁରେ ଭକ୍ତଙ୍କୁ ଠକିବା ମାମଲାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢ଼ୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଛତାର ସେବକ ରଞ୍ଜିତ କରଙ୍କୁ…

Internet Suspension In Malkangiri: ମାଲକାନଗିରିରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ

ମାଲକାନାଗିରିରେ ତେଜୁଛି ଉତ୍ତେଜନା। ଏମ୍‌ଭି-୨୬ ଓ ରାଖେଲଗୁଡ଼ା ଗାଁରେ ଗଣ୍ଡଗୋଳ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏହାକୁ ଦୃଷ୍ଟିରେ ରଖି ମାଲକାନଗିରିରେ ୨୪ ଘଣ୍ଟା…

Presiding Officer Suspend: ନୂଆପଡ଼ା ଉପନିର୍ବାଚନ: ପ୍ରିଜାଇଡିଂ ଅଫିସର୍‌ ସସ୍‌ପେଣ୍ଡ

ନୂଆପଡ଼ା ଉପନିର୍ବାଚନରେ ପ୍ରିଜାଇଡିଂ ଅଫିସର୍‌ ସସ୍‌ପେଣ୍ଡ । କୁଳିଆବନ୍ଧ ୩୬ ନଂ ବୁଥ୍‌ର ଧନଞ୍ଜୟ ମଲ୍ଲିକ ସସ୍‌ପେଣ୍ଡ । ଏ ନେଇ ଗଣମାଧ୍ୟମରେ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ସେ କହିଛନ୍ତି ସସ୍‌ପେଣ୍ଡ ପରେ ବିଭାଗ ଦ୍ବାରା…

Tangi IIC Suspend: କଟକ ଟାଙ୍ଗୀ IIC ନିଲମ୍ବିତ

କଟକ ଟାଙ୍ଗୀ ଥାନା ଅଧିକାରୀ ନିଲମ୍ବିତ । କଟକ ଟାଙ୍ଗୀ ଥାନା IIC ଶିବପ୍ରସାଦ ଭଦ୍ରଙ୍କୁ ନିଲମ୍ବନ କଲେ ଡିଜିପି ଯୋଗେଶ ବାହାଦୂର ଖୁରାନିଆ । ବେଆଇନ୍ ଭାବେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିବା ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି…

ସ୍କୁଲ ମଧ୍ୟରେ ମାର୍‌ପିଟ ଘଟଣା: ୩ ଶିକ୍ଷକ ନିଲମ୍ବିତ

ସ୍କୁଲ ମଧ୍ୟରେ ମାର୍‌ପିଟ ଘଟଣାରେ ଗୋଷାଣୀ ବ୍ଲକ ମାଛମରା ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ସମେତ ୩ ନିଲମ୍ବିତ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ରଥ, ସହକାରୀ ଶିକ୍ଷକ ହିନ୍ଦୀ ଶିକ୍ଷକ ଏସ୍.ଜୟା ରାଓ ଏବଂ କ୍ରୀଡ଼ା ଶିକ୍ଷକ ବି…