ବିଜେଡିରୁ ସସ୍‌ପେଣ୍ଡ୍‌ ହେଲେ CMC କର୍ପୋରେଟର ଅରବିନ୍ଦ ଜେନା । ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ପାଇଁ କଟକ ଜିଲ୍ଲା କଟକର କର୍ପୋରେଟର ଅରବିନ୍ଦ ଜେନାଙ୍କୁ ବିଜୁ ଜନତା ଦଳରୁ ନିଲମ୍ବିତ କରାଯାଇଛି। ଏ ନେଇ ବିଜେଡି ପକ୍ଷରୁ ପ୍ରେସ୍‌ ରିଲିଜ୍‌ ଜାରି ହୋଇଛି।

Leave a Reply

Your email address will not be published. Required fields are marked *