ବାରଙ୍ଗା ଥାନାରେ ରାକେଶ ନାମକ ଜଣେ ଯୁବକଙ୍କୁ ତୃତୀୟ ଡିଗ୍ରୀ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ଆସିବା ପରେ ବାରଙ୍ଗା ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ମାଡ଼ ମରାଯାଇଥିବା ଯୁବକଙ୍କ ବାବଦରେ ପୋଲିସ ତଥ୍ୟ ଦେଉନଥିବା ଅଭିଯୋଗ କରି ଉତ୍ତ୍ୟେକ୍ତ ଲୋକେ କଟକ-ଭୁବନେଶ୍ୱର ରାସ୍ତା ଅବରୋଧ କରିଛନ୍ତି । ଯୁବକ କେଉଁଠି ଓ କିଭଳି ସ୍ଥିତିରେ ଅଛନ୍ତି ପୋଲିସ ଜଣାଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

Leave a Reply

Your email address will not be published. Required fields are marked *