ଗରମ ଓ ଗୁଳୁଗୁଳି ଜାରି ରହିଥିବା ବେଳେ ଆସନ୍ତା ୫ ବର୍ଷରେ ବିଶ୍ୱର ତାପମାତ୍ରା ରେକର୍ଡ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ଏଭଳି ଆକଳନ କରିଛି ବିଶ୍ୱ ପାଣିପାଗ ସଂଗଠନ (WMO) । WMOର ଆକଳନ ଅନୁସାରେ ୨୦୨୬ରୁ ୨୦୩୦ ମଧ୍ୟରେ ତାପମାତ୍ରା ୧.୩ରୁ ୧.୯ ଡିଗ୍ରୀ ଅଧିକ ରହିବ । ୧୮୫୦ରୁ ୧୯୦୦ ହାରାହାରି ତାପମାତ୍ରା ଅପେକ୍ଷା ୮୬% ଅଧିକ ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *