କଟକ ପ୍ରେସ୍ ଛକ ମାଛ ମାର୍କେଟରେ ବଡ଼ ଧରଣର ଅଗ୍ନିକାଣ୍ଡ । ଭୟଙ୍କର ନିଆଁରେ ଜଳିପୋଡ଼ି ଛାରଖାର ହୋଇଯାଇଛି କଟକ ପ୍ରେସଛକ ମାଛ ମାର୍କେଟ । ସମ୍ପୂର୍ଣ୍ଣ ବଜାର ନିଆଁରେ ପୋଡ଼ି ଯାଇଥିବା ବେଳେ, ଏକ ବ୍ୟାଙ୍କ କୋଠା ସମେତ ନିକଟବର୍ତ୍ତୀ ନିର୍ମାଣ ମଧ୍ୟ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଏହି ଭୟାବହ ଅଗ୍ନିକାଣ୍ଡରେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନର ୮ ଟି ଦମକଳ ଗାଡ଼ି ନିୟୋଜିତ ଥିଲା ବେଳେ ପାଖାପାଖି ୫୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଦୀର୍ଘ ସାତ ଘଣ୍ଟା ପରେ ନିଆଁ କିଛି ମାତ୍ରାରେ ଆୟତ୍ତ ହୋଇପାରିଛି । Post navigation Returning Officer appointed for Rajya Sabha By-poll in Odisha West Bengal Cabinet expanded, 35 MLAs take Oath as Ministers; Check Full List