୩ କୋଟି ୨୫ ଲକ୍ଷ ଟଙ୍କାରୁ ଅଧିକ ଋଣ ଠକେଇ ମାମଲାରେ ୟୁକୋ ବ୍ୟାଙ୍କର ପୂର୍ବତନ ଶାଖା ମୁଖ୍ୟ ଶିବ ପ୍ରସାଦ ଦାସ ଗିରଫ । କଟକ ଓଲ୍ଡ ସେକ୍ରେଟେରିଏଟ୍ ଶାଖାର ମୁଖ୍ୟ ଥିବା ସମୟରେ ଠକେଇ ଅଭିଯୋଗରେ ଆଜି ତ୍ରିଶୁଳିଆରୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା (EOW) ।

ଶିବ ପ୍ରସାଦ ଦାସ ଜାଲ କାଗଜପତ୍ର ପ୍ରସ୍ତୁତ କରି ଏବଂ ବ୍ୟାଙ୍କର ରେକର୍ଡରେ ଜାଲିଆତି କରି ମୋଟ ୨୪ଟି ଋଣ ମଞ୍ଜୁର କରିଥିଲେ। ଏଥିରେ ୨୨ଟି କାର ଲୋନ୍ ଏବଂ ୨ଟି ବ୍ୟବସାୟିକ ଋଣ ରହିଥିଲା।

Leave a Reply

Your email address will not be published. Required fields are marked *