ପବିତ୍ର ପୁରୀ ଶ୍ରୀମନ୍ଦିର ଭିତରୁ ଏକ ଦୁର୍ଭାଗ୍ୟଜନକ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ‘ବନକା ଲାଗି’ (ଗୁପ୍ତ ମୁଖମଣ୍ଡଳ ବିଧି) ସମୟରେ ଶ୍ରୀମନ୍ଦିରରେ ମାରପିଟ ହୋଇଛି। ବନକଲାଗି ବେଳେ ପ୍ରଶାସକ ପଶିବାରୁ ଦତ୍ତ ମହାପାତ୍ର ସେବକ ଶ୍ରୀମନ୍ଦିର କମାଣ୍ଡରଙ୍କୁ ଆକ୍ରମଣ ଅଭିଯୋଗ ସାମ୍ନାକୁ ଆସିଛି। ଶ୍ରୀଜଗନ୍ନାଥଙ୍କ ବନକ ଲାଗି ବେଳେ ରଶ୍ମିରଞ୍ଜନ ଦତ୍ତ ମହାପାତ୍ର କମାଣ୍ଡରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। Post navigation TextBook Error Row: SCERT ଅଫିସ୍ରେ କ୍ରାଇମବ୍ରାଞ୍ଚ ଟିମ୍ Bengal Fishing Trawler Tragedy: ପଶ୍ଚିମବଙ୍ଗ ଡଙ୍ଗା ଟ୍ରାଜେଡି: ଆଉ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର; ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି