Tag: Srimandira

Puri Sevayat Attack On Commander: ଶ୍ରୀମନ୍ଦିରରେ କମାଣ୍ଡରଙ୍କୁ ଆକ୍ରମଣ କଲେ ଦତ୍ତ ମହାପାତ୍ର ସେବକ

ପବିତ୍ର ପୁରୀ ଶ୍ରୀମନ୍ଦିର ଭିତରୁ ଏକ ଦୁର୍ଭାଗ୍ୟଜନକ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ‘ବନକା ଲାଗି’ (ଗୁପ୍ତ ମୁଖମଣ୍ଡଳ ବିଧି) ସମୟରେ ଶ୍ରୀମନ୍ଦିରରେ ମାରପିଟ ହୋଇଛି। ବନକଲାଗି ବେଳେ ପ୍ରଶାସକ ପଶିବାରୁ ଦତ୍ତ ମହାପାତ୍ର ସେବକ…

GPR Survey In Puri: ଶ୍ରୀମନ୍ଦିରଠୁ ସମୁଦ୍ର ଯାଏଁ ରହିଛି ସୁଡ଼ଙ୍ଗ!

ଶ୍ରୀମନ୍ଦିରଠାରୁ ସମୁଦ୍ର ପର୍ଯ୍ୟନ୍ତ ରହିଛି ସୁଡ଼ଙ୍ଗ । ପୁରୀ ସହର ମାଟି ତଳେ ଲୁଚି ରହିଛି କି ଏକ ବିଶାଳ ଐତିହ୍ୟ ନଗରୀ । ପୁରୀ ସହର ତଳେ ବ୍ୟାପକ ପ୍ରାଚୀନ ବସତି ଥିବା ଜିପିଆର ସର୍ଭେରୁ ଜଣାପଡିଛି । ଶ୍ରୀ…

ଶ୍ରୀମନ୍ଦିର ଉପରେ ବାନା ଧରି ଉଡିଲା ଚିଲ; ଭିଡିଓ ଭାଇରାଲ

ମହାପ୍ରଭୁଙ୍କ ପତିତପାବନ ବାନା ଧରି ଶ୍ରୀମନ୍ଦିର ଉପରେ ଉଡ଼ିଲା ଚିଲ । ଚିଲ ବାନା ଧରି ଉଡ଼ିଯାଉଥିବା ଦୃଶ୍ୟ ଏବେ ସୋସିଆଲମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।ଭିଡିଓରେ ପତିତପାବନ ବନା ଧରି ଏକ ଚିଲ ଉଡ଼ୁଥିବା ଦୃଶ୍ୟ ଦେଖିବାକୁ ମିଳିଛି…

ସିଂହଦ୍ବାର ସାମ୍ନାରେ ସାମ୍ବାଦିକାଙ୍କୁ ସେବାୟତଙ୍କ ଆକ୍ରମଣ; ଥାନାରେ ଏତଲା

ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ସାମ୍ବାଦିକାଙ୍କୁ ସେବାୟତଙ୍କ ମରଣାନ୍ତକ ଆକ୍ରମଣ । ରାମନବମୀ ପାଇଁ ଖବର ପ୍ରସାରଣ ବେଳେ ଆକ୍ରମଣ ଅଭିଯୋଗ ହୋଇଛି । ସାମ୍ବାଦିକା ସହ‌ ଅନ୍ୟ ଗଣମାଧ୍ୟମର ପ୍ରତିନିଧି ଓ କ୍ୟାମେରା ମ୍ୟାନ ମାନଙ୍କ କ୍ୟାମେରା ଛଡେଇ ନେବା ସହିତ…

ମାର୍ଚ୍ଚ ମାସ ସୁଦ୍ଧା ସରିବନି ରତ୍ନ ଭଣ୍ଡାର ମରାମତି କାମ: ପୃଥ୍ୱୀରାଜ ହରିଚନ୍ଦନ

ମାର୍ଚ୍ଚ ମାସ ଶେଷ ସୁଦ୍ଧା ଶେଷ ହୋଇ ପାରିବନି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ। ମରାମତି କାର୍ଯ୍ୟରେ ବିଳମ୍ବ ହେବା ନେଇ ଆଜି ସୂଚନା ଦେଉଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସେ କହିଛନ୍ତି ଧାର୍ଯ୍ୟ…

ପଞ୍ଜିକାରେ ଭୁଲ ତଥ୍ୟ ଦେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ପଞ୍ଜିକା ସମନ୍ଵୟ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ତେବେ ଏହି ବୈଠକରେ ନିର୍ଭୁଲ ଓ ତ୍ରୁଟିବିହୀନ ପଞ୍ଜିକା ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା ଦେଇ କହିଛନ୍ତି ଆଜିର…

ପୁଣି ସ୍ଥଗିତ ରହିଲା ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ

ପୁଣି ସ୍ଥଗିତ ରହିଲା ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ । ଶ୍ରୀପଞ୍ଚମୀ ଏବଂ ବନକଲାଗି ନୀତି ପାଇଁ ମରାମତି କାର୍ଯ୍ୟ ସ୍ଥଗିତ ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଆଜି ସୂଚନା ଦେଇଛନ୍ତି । ସେ…

ଶ୍ରୀମନ୍ଦିର ପରିସରରେ ନିଷେଧ ହେଲା ମୋବାଇଲ; ପୋଷ୍ଟର ମାରିଲା ପୁରୀ ପୋଲିସ

ଗତକାଲି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହେବା ପରେ ଆଜି ପୁରୀ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶ୍ରୀମନ୍ଦିର ପରିସରରେ ମୋବାଇଲ ଫୋନକୁ ନିଷେଧ ନେଇ ପୁରୀ ପୋଲିସ ଶ୍ରୀମନ୍ଦିର ଚାରିପଟେ ପୋଷ୍ଟର ମାରିଛି । ଏପରିକି ଏହି…

ନିଜର ସମ୍ପତ୍ତି ତାଲିକା ଦେବେ ଶ୍ରୀମନ୍ଦିର କର୍ମଚାରୀ ଓ ଅଧିକାରୀ

କଠୋର ହେଲା ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ନିୟମକୁ କଡ଼ାକଡ଼ି କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନର ସବୁ ଅଧିକାରୀ ଓ କର୍ମଚାରୀଙ୍କ ଲାଗି ନିର୍ଦ୍ଦେଶାବଳୀ ଜାରି ହୋଇଛି । ମନ୍ଦିର କାର୍ଯ୍ୟର କ୍ରିୟାଶୀଳ ଏବଂ ଉତ୍ତରଦାୟୀ କରିବାକୁ ଏହି…

ଆଜିଠାରୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ

ଆଜିଠାରୁ ପୁଣି ଥରେ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ତେବେ ଆଜି ମାତ୍ର ଘଣ୍ଟେ କି ଦୁଇ ଘଣ୍ଟା କାମ ହେବାର ସମ୍ଭାବନା ରହିଛି । ରତ୍ନଭଣ୍ଡାର ପ୍ଲାଷ୍ଟର ଛଡ଼ା କାର୍ଯ୍ୟ ଶେଷ ହୋଇଛି । ଏବେ କାନ୍ଥର…