Tag: Srimandira

ଆସନ୍ତାକାଲି ୫ ଘଣ୍ଟା ପାଇଁ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ଆସନ୍ତାକାଲି ୫ ଘଣ୍ଟା ପାଇଁ ସ୍ଥଗିତ ରହିବ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ । ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି ସନ୍ଧ୍ୟା ୫ଟାରୁ ରାତି ୧୦ଟା…

ପୁରୀ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍

ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ । ଆଜି ଭୋର ୪ଟା ୧୦ ମିନିଟ ସମୟରେ ଏହି ଡ୍ରୋନ୍ ମନ୍ଦିର ଚାରିପାଖ ବୁଲିବା ଦେଖିବାକୁ ମିଳିଛି। ଏହି ଡ୍ରୋନଟି ଶ୍ରୀ ମନ୍ଦିର ଚାରି ପାଖରେ ପ୍ରାୟ ଅଧଘଣ୍ଟା ଧରି ବୁଲିଥିଲା ।…

ଆଜିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ଆଜିଠୁ ପୁଣି ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ବଡଦିନ ଓ ନୂଆବର୍ଷରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମରାମତି କାର୍ଯ୍ୟ ବନ୍ଦ ରହିଥିବା ବେଳେ ଆଜିଠାରୁ ପୁଣି କାର୍ଯ୍ୟ ଆରମ୍ଭ ହେବ । ପ୍ରତିଦିନ ମାର୍ଗଦର୍ଶିକା ଆଧାରରେ…

ଆଜିଠୁ ଜାନୁଆରୀ ୨ ତାରିଖ ଯାଏଁ ରତ୍ନଭଣ୍ଡାର ମରାମତି ସ୍ଥଗିତ

ଆଜି ଠାରୁ ଜାନୁଆରୀ ୨ ତାରିଖ ଯାଏଁ ସ୍ଥଗିତ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ । ବଡଦିନରୁ ଇଂରାଜୀ ନୂଆବର୍ଷ ୨୦୨୫ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ସହିତ, ଶୃଙ୍ଖଳିତ ନୀତିକାନ୍ତି ଓ ଦର୍ଶନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…

ନୂଆ ବର୍ଷରୁ ଲାଗୁ ହେବ ନୂଆ ଦର୍ଶନ ବ୍ୟବସ୍ଥା

ନୂଆ ବର୍ଷରୁ ନାଟମଣ୍ଡପରେ ନୂଆ ଦର୍ଶନ ବ୍ୟବସ୍ଥା ହେବ । ଏ ନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା ଦେଇ କହିଛନ୍ତି ସ୍ୱତନ୍ତ୍ର ବାରିକେଡ୍ ଯୋଗେ ନୂଆବର୍ଷରୁ ଶ୍ରୀଜୀଉଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । ଏ ନେଇ…

ଆରମ୍ଭ ହେଲା ରତ୍ନଭଣ୍ଡାର ମରାମତି କାମ

ଆରମ୍ଭ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ। ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଆରମ୍ଭ କଲା ପ୍ରତ୍ନତତ୍ତ୍ବ ବିଭାଗ । ଏଏସ୍‌ଆଇ ଅଧିକ୍ଷକ ଡି.ବି. ଗଡ଼ନାୟକଙ୍କ ଅଧ୍ୟକ୍ଷତାରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଏଏସଆଇର ସ୍ବତନ୍ତ୍ର ଟିମ୍ ଦ୍ବିତୀୟ ଭୋଗମଣ୍ଡପ…

ଆସିଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଜିପିଆର ସର୍ଭେ ରିପୋର୍ଟ

ଆସିଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଜିପିଆର-ଜିପିଏସ ସର୍ଭେ ରିପୋର୍ଟ। ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ଏ.ଏସ୍.ଆଇ. ପକ୍ଷରୁ କରାଯାଇଥିବା ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି ବୋଲି ଆଜି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଶ୍ରୀମନ୍ଦିରର ସ୍ଥାୟିତ୍ୱ ଏବଂ…

ମେଘନାଦ ପାଚେରୀରୁ ପାଣି ଗଳିବା ଘଟଣାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଦରଦ ନାହିଁ: ବିଜେଡି 

ମେଘନାଦ ପାଚେରୀରେ ଅନେକ ଜାଗାରେ ଫାଟ ସୃଷ୍ଟି ହେଲାଣି । ଯାହାକୁ ନେଇ ଏବେ ରାଜନୀତି ସରଗରମ ହେବାକୁ ଲାଗିଛି । ଗୋଟେ ଦଳ ଅନ୍ୟ ଦଳ ଉପରେ ମେଘନାଦ ପାଚେରୀରେ ଫାଟକୁ ନେଇ ଦୋଷ ଲଦିବାର ସୁଯୋଗ ଛାଡୁନାହାନ୍ତି ।…

ଶ୍ରୀମନ୍ଦିର ସୁପରଭାଇଜରଙ୍କ ଉପରେ ମରଣାତ୍ମକ ଆକ୍ରମଣ ମାମଲା: ପନ୍ତିବଡ଼ୁ ସେବକ ଶ୍ରୀଚନ୍ଦନ ସାମନ୍ତରା ନିଲମ୍ବିତ

ଶ୍ରୀମନ୍ଦିର ସମ୍ମୁଖରେ ବରିଷ୍ଠ ସେବାୟତ ତଥା ସିନିୟର ସୁପର ଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପନ୍ତିବଡ଼ୁ ସେବକ ଚନ୍ଦନ ସାମନ୍ତରାଙ୍କୁ ନିଲମ୍ବିତ କରିଛି ଶ୍ରୀମନ୍ଦିର ପ୍ରଶାସନ। ମନ୍ଦିର ଆଇନ ଅନୁସାରେ ସେବାପୂଜାରୁ ନିଲମ୍ବିତ କରାଯାଇଛି ।…

ଶ୍ରୀମନ୍ଦିର ସମ୍ମୁଖରେ ସେବାୟତଙ୍କୁ ପ୍ରାଣାନ୍ତକ ଆକ୍ରମଣ

ଶ୍ରୀମନ୍ଦିର ସମ୍ମୁଖରେ ସେବାୟତଙ୍କୁ ଆକ୍ରମଣ । ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ସିନିୟର ସୁପର ଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ କରାଯାଇଛି । ମନ୍ଦିରର ପଶ୍ଚିମ ଦ୍ୱାର ନିକଟରେ ଜଣେ ଜଣେ ରାବିଡି ଦୋକାନୀ ତାଙ୍କୁ ଭୁଜାଲିରେ ହାଣି ଦେଇଥିବା…