ପଶ୍ଚିମବଙ୍ଗ ଉପକୂଳରେ ଏକ ଗଭୀର ସମୁଦ୍ର ମାଛ ଧରା ଡଙ୍ଗା (ଟ୍ରଲର) ‘ଜୟ ମାଆ କାଳୀ’ ଓଲଟି ପଡିବା ଘଟଣାରେ ଉଦ୍ଧାର ହେଲା ଆଉ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ । ପଶ୍ଚିମବଙ୍ଗର ପାଥରପ୍ରତିମା ନିକଟ ସମୁଦ୍ରରୁ ଜାଲରେ ଛନ୍ଦି ହୋଇ ରହିଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି।

Leave a Reply

Your email address will not be published. Required fields are marked *