ଦେଶ ବ୍ୟବସାୟ ରାଜ୍ୟ Bengal Fishing Trawler Tragedy: ପଶ୍ଚିମବଙ୍ଗ ଡଙ୍ଗା ଟ୍ରାଜେଡି: ଆଉ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର; ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି July 15, 2026 Papirani ପଶ୍ଚିମବଙ୍ଗ ଉପକୂଳରେ ଏକ ଗଭୀର ସମୁଦ୍ର ମାଛ ଧରା ଡଙ୍ଗା (ଟ୍ରଲର) ‘ଜୟ ମାଆ କାଳୀ’ ଓଲଟି ପଡିବା ଘଟଣାରେ ଉଦ୍ଧାର ହେଲା ଆଉ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ । ପଶ୍ଚିମବଙ୍ଗର ପାଥରପ୍ରତିମା ନିକଟ ସମୁଦ୍ରରୁ ଜାଲରେ ଛନ୍ଦି ହୋଇ ରହିଥିବା…