ତାଜା ଖବର ରାଜ୍ୟ Naveen’s Ganjam Visit Was a Political Show: ନବୀନଙ୍କ ଗଞ୍ଜାମ ଗସ୍ତ ପ୍ରାୟୋଜିତ କର୍ମୀ ସମାବେଶ: ବିଜେପି November 9, 2026 Nirvay
ତାଜା ଖବର ରାଜନୀତି ରାଜ୍ୟ Odisha Govt Scraps “Death Vacancy” Rule: ଡେଥ ଭ୍ୟାକାନ୍ସିର ଯୁଗ ଶେଷ: ୫ ଲକ୍ଷରୁ ଊର୍ଦ୍ଧ୍ୱ ନୂତନ ହିତାଧିକାରୀ ପାଇବେ ଭତ୍ତା: ଅନୀଲ ବିଶ୍ୱାଳ November 9, 2026 Papirani
ତାଜା ଖବର ରାଜ୍ୟ Naveen’s Ganjam Visit Was a Political Show: ନବୀନଙ୍କ ଗଞ୍ଜାମ ଗସ୍ତ ପ୍ରାୟୋଜିତ କର୍ମୀ ସମାବେଶ: ବିଜେପି November 9, 2026 Nirvay
ତାଜା ଖବର ରାଜନୀତି ରାଜ୍ୟ Odisha Govt Scraps “Death Vacancy” Rule: ଡେଥ ଭ୍ୟାକାନ୍ସିର ଯୁଗ ଶେଷ: ୫ ଲକ୍ଷରୁ ଊର୍ଦ୍ଧ୍ୱ ନୂତନ ହିତାଧିକାରୀ ପାଇବେ ଭତ୍ତା: ଅନୀଲ ବିଶ୍ୱାଳ November 9, 2026 Papirani
ତାଜା ଖବର ରାଜ୍ୟ Government Responsible for Ganjam Floods: ଗଞ୍ଜାମ ବନ୍ୟା ପାଇଁ ସରକାର ଦାୟୀ, ୫ ହଜାର କୋଟିର କେନ୍ଦ୍ରୀୟ ସହାୟତା ଦାବି କଲା କଂଗ୍ରେସ November 9, 2026 Nirvay
ତାଜା ଖବର ରାଜନୀତି ରାଜ୍ୟ Demonetization Marks 10 Years: ବିମୁଦ୍ରୀକରଣକୁ ପୂରିଲା ଦଶ ବର୍ଷ: ଆତଙ୍କବାଦକୁ ସମାପ୍ତି ଓ ଡିଜିଟାଲ୍ ଅର୍ଥନୀତିକୁ ମିଳିଲା ବଡ଼ ଗତି November 9, 2026 Papirani
ତାଜା ଖବର ରାଜ୍ୟ AgriStack Not Mandatory for Paddy Procurement: ଏଗ୍ରିଷ୍ଟାକ୍ ନଥିଲେ ମଧ୍ୟ ଚାଷୀମାନେ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିପାରିବେ: ସ୍ପଷ୍ଟ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର November 9, 2026 Papirani
ଦେଶ ରାଜ୍ୟ 3DGS Semiconductor Project in Odisha: ଓଡ଼ିଶାରେ ସେମିକଣ୍ଡକ୍ଟର ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ April 18, 2026 Nirvay ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ଆଗେଇ ଚାଲିଛି । ଏହି କ୍ରମରେ ଆସନ୍ତାକାଲି ଓଡ଼ିଶାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସେମିକଣ୍ଡକ୍ଟର ଉତ୍ପାଦନ ପ୍ରକଳ୍ପର ଶୁଭାରମ୍ଭ ହେବାକୁ ଯାଉଛି । ଆସନ୍ତାକାଲି ଭୁବନେଶ୍ୱର ଇନଫୋଭ୍ୟାଲି-୨ ଠାରେ ହେଟ୍ରେଜେନସ୍ ଇଣ୍ଟିଗ୍ରେସନ୍ ପ୍ୟାକେଜିଂ…
ରାଜ୍ୟ State Planning Board Becomes SITI Odisha: ରାଜ୍ୟ ଯୋଜନା ବୋର୍ଡ ହେଲା ‘SITI ଓଡିଶା’ April 18, 2026 Nirvay ଓଡ଼ିଶା ସରକାର ଦୀର୍ଘଦିନ ଧରି ରହିଥିବା ରାଜ୍ୟ ଯୋଜନା ବୋର୍ଡକୁ ଭାଙ୍ଗି ଏକ ନୂତନ ନୀତିଗତ ଚିନ୍ତାଧାରା, ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଫର୍ ଟ୍ରାନ୍ସଫର୍ମେଟିଭ୍ ଇନିସିଏଟିଭ୍ସ (SITI-Odisha) ସହିତ ବଦଳାଯାଇଛି । ନୀତି ଆୟୋଗର ଢାଞ୍ଚାରେ ନିର୍ମିତ, ନୂତନ ଭାବରେ ପ୍ରତିଷ୍ଠିତ ରାଜ୍ୟ…
ରାଜନୀତି ରାଜ୍ୟ IRS officers ill-Treated at Lok Bhavan: ଲୋକ ଭବନରେ ୨ ଆଇଆରଏସ ଅଧିକାରୀଙ୍କ ଉପରେ ଦୁର୍ବ୍ୟବହାର ଘଟଣାକୁ ନିନ୍ଦା କଲା ବିଜେଡି April 18, 2026 Nirvay ବିଜେପି ସରକାର କ୍ଷମତାସୀନ ହେବା ପରେ ରାଜଭବନରେ ଜଣେ ଓଡ଼ିଆ ଏଏସଓ ଅଧିକାରୀଙ୍କୁ ମାଡ଼ମାରି ଜୋତା ଚାଟିବାକୁ ବାଧ୍ୟ କରାଯାଇଥିବା ଘଟଣା ଜନମାନସରେ ଏବେବି ସତେଜ ଥିଲାବେଳେ ନାମ ପରିବର୍ତ୍ତନ ହୋଇ ବର୍ତ୍ତମାନର ଲୋକ ଭବନ ପରିସରରେ ଜଣେ ଓଡ଼ିଆଙ୍କ ସମେତ…
ଦେଶ ରାଜ୍ୟ Delhi Police Busts Terror Network: ଆତଙ୍କୀ ଲିଙ୍କ୍ରେ ଓଡ଼ିଶାର ଶେଖ୍ ଇମ୍ରାନ ଦିଲ୍ଲୀରେ ଗିରଫ April 18, 2026 Nirvay ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ ହୋଇଥିବା ୪ ଜଣ ମୌଳବାଦୀଙ୍କ ମଧ୍ୟରେ ଓଡ଼ିଶାର ଭୁବନେଶ୍ୱର ଅଞ୍ଚଳର ଶେଖ୍ ଇମ୍ରାନ ଥିବା ସୂଚନା ମିଳିଛି । ଆତଙ୍କୀ ଲିଙ୍କ୍ ଅଭିଯୋଗରେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଛି । ଦିଲ୍ଲୀ ପୋଲିସର ସ୍ପେଶାଲ…
ତାଜା ଖବର ଦେଶ PM Modi to Address Nation: ଆଜି ରାତି ୮:୩୦ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି April 18, 2026 Nirvay ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି ୮ଟା ୩୦ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ସମ୍ୱିଧାନ ସଂଶୋଧନ ବିଲ୍-୨୦୨୬ ସହ ଯୋଡ଼ି ହୋଇଥିବା ମହିଳା ସଂରକ୍ଷଣ ବିଲ୍ ସଂସଦରେ କାଟ୍ ଖାଇବା ପରେ ପ୍ରଧାନମନ୍ତ୍ରୀଙ୍କ ଏହି ସମ୍ବୋଧନ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି…
ତାଜା ଖବର ଦେଶ DA Hike for Central Government Employees: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୨% ମହଙ୍ଗା ଭତ୍ତା ବୃଦ୍ଧି April 18, 2026 Nirvay କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ନିଜ କର୍ମଚାରୀ ଓ ପେନ୍ସନ୍ଭୋଗୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି । ବର୍ଦ୍ଧିତ ମହଙ୍ଗା ଭତ୍ତା ୨୦୨୬ ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ…
ବିଶ୍ୱ Trump Warns Iran: ଶାନ୍ତି ଆଲୋଚନା ପୂର୍ବରୁ ଇରାନ କୁ ଟ୍ରମ୍ପଙ୍କ ପୁଣି ଚେତାବନୀ April 18, 2026 Nirvay ଶାନ୍ତି ଆଲୋଚନା ଆରମ୍ଭ ହେବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଥରେ କଡ଼ା ଚେତାବନୀ ଦେଇଛନ୍ତି । ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ବୁଧବାର ସୁଦ୍ଧା ଯଦି ଚୁକ୍ତି ନହୁଏ, ତେବେ ବର୍ତମାନ ଯୁଦ୍ଧବିରତିକୁ ଆଉ ବୃଦ୍ଧି…
ତାଜା ଖବର ରାଜ୍ୟ Heatwave Alert in Odisha: ନବରଙ୍ଗପୁର ଜିଲ୍ଲାରେ ଆସନ୍ତା ୨୦ ତାରିଖରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ଛୁଟି ଘୋଷଣା April 18, 2026 Nirvay ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ତାତିକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲାପାଳ ଆସନ୍ତା ଏପ୍ରିଲ ୨୦ ତାରିଖରୁ ଜିଲ୍ଲାର ସମସ୍ତ ସ୍କୁଲ୍ ଓ କଲେଜ୍ ଛୁଟି ଘୋଷଣା କରିଛନ୍ତି। କେବଳ ସ୍କୁଲ୍-କଲେଜ୍ ନୁହେଁ, ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଓ…
ତାଜା ଖବର ରାଜ୍ୟ Heat Wave Grips Odisha: ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲାରେ ଆଜିଠୁ ୨୨ ତାରିଖ ଯାଏଁ ସ୍କୁଲ୍, କଲେଜ୍ ଛୁଟି ଘୋଷଣା April 18, 2026 Nirvay ସମଗ୍ର ରାଜ୍ୟରେ ଖରାର ପ୍ରକୋପ ଲାଗିରହିଥିବାବେଳେ ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲାପାଳ ଆଜିଠୁ ଏପ୍ରିଲ ୨୨ ତାରିଖ ଯାଏଁ ଜିଲ୍ଲାର ସମସ୍ତ ସ୍କୁଲ୍ ଓ କଲେଜ୍ ଛୁଟି ଘୋଷଣା କରିଛନ୍ତି । ତେବେ ନିର୍ଦ୍ଦେଶ…
ଦେଶ ରାଜନୀତି Dual Citizenship Case: ଦ୍ୱୈତ ନାଗରିକତା ମାମଲାରେ ରାହୁଲ ଗାନ୍ଧିଙ୍କ ବିରୋଧରେ ଏତଲା କରିବାକୁ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ April 17, 2026 Nirvay ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଆହ୍ଲାବାଦ ହାଇକୋର୍ଟଙ୍କ ପକ୍ଷରୁ ଶକ୍ତ ଧକ୍କା । ଦ୍ୱୈତ ନାଗରିକତା ମାମଲାରେ ରାହୁଲ ଗାନ୍ଧିଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ହାଇକୋର୍ଟ ପୋଲିସ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଜେପି ନେତାଙ୍କ ପକ୍ଷରୁ ଦାୟର ହୋଇଥିବା…