ଫେସ୍‌ବୁକ୍‌ ଲାଇଭ୍‌ କରୁ କରୁ ଚାଲିଗଲା ଯୁବତୀଙ୍କ ଜୀବନ

ଏଜେନ୍ସୀ : କାନାଡ଼ା : ଖୁସିମନରେ ସୁଇମିଙ୍ଗ ପୁଲ୍‌ ଭିତରେ ପଶିଲେ ଯୁବତୀ । ଏହାକୁ ଫେସ୍‌ବୁକ୍‌ ଲାଇଭ୍‌ ବି କଲେ । ହେଲେ କିଛି ସମୟ ପରେ ସବୁକିଛି ଓଲଟପାଲଟ ହୋଇଗଲା । ପାଣିରେ ଉବୁଟୁବୁ ହୋଇ ଶେଷରେ ଆଖି…

ସ୍ୱଚ୍ଛ ପରୀକ୍ଷା ପାଇଁ ୪ ଘଣ୍ଟା ବନ୍ଦ ହେଲା ଇଣ୍ଟରନେଟ୍‌ ସେବା

ଏଜେନ୍ସୀ : ଗୌହାଟୀ : ଆସାମରେ ଗତକାଲି ବିଭିନ୍ନ ସରକାରୀ ଚାକିରି ନିଯୁକ୍ତି ପାଇଁ ପରୀକ୍ଷା ଆୟୋଜିତ ହୋଇଥିଲା । ପରୀକ୍ଷା ସମୟରେ ସମ୍ଭାବ୍ୟ ବିଶୃଙ୍ଖଳାକୁ ରୋକିବା ପାଇଁ ଚଳିତ ମାସରେ ଦ୍‌ୱିତୀୟ ଥର ପାଇଁ ୨୭ଟି ଜିଲ୍ଲାରେ ୪ ଘଣ୍ଟା…

ସାମାନ୍ୟ ବଚସାରୁ ହାଣି ପକାଇଲା ପଡ଼ୋଶୀ

ନିର୍ଭୟ ମିଡ଼ିଆ : ବଣାଇ : ସାମାନ୍ୟ ବଚସାରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ । ଜଣେ ବ୍ୟକ୍ତିଙ୍କୁ କଟୁରିରେ ହାଣି ହତ୍ୟା କଲା ପଡୋଶୀ । ଏପରି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କେ.ବଳଙ୍ଗ ଥାନାର ଖଡ଼ିଆବାହାଲ ଗାଁରେ ।…

ଗାଁରେ ପହଞ୍ଚିଲା ଏସ୍‌ଆଇଙ୍କ ମୃତଦେହ, ତୀବ୍ର ଉତ୍ତେଜନା

ନିର୍ଭୟ ମିଡ଼ିଆ : ଖୋର୍ଦ୍ଧା : କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନାର ମହିଳା ସବ୍‌ଇନ୍ସପେକ୍ଟର ସ୍ୱାଗତିକା ବେହେରାଙ୍କ ମୃତଦେହ ଆଜି ସକାଳେ ପୈତୃକ ଗାଁ ନିରକାରାପୁରର ପାଣ୍ଡବପାଟଣାରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ୱାଗତିକାଙ୍କ ପରିବାରକୁ କ୍ଷତିପୂରଣ…

ଆକ୍ସନ୍‌ ମୁଡ୍‌ରେ ସିଜେଆଇ, ଦିନକରେ ୯୦୦ ମାମଲାର କରିବେ ଶୁଣାଣି

ଏଜେନ୍ସୀ : ନୂଆଦିଲ୍ଲୀ : ପ୍ରଥମ ଦିନରେ ହିଁ ଆକ୍ସନ ମୁଡ୍‌ରେ ସିଜେଆଇ । ଦେଶର ନୂଆ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଲିତ ସୋମବାର ଶୁଣାଣି ପାଇଁ ୯୦୦ରୁ ଅଧିକ ମାମଲାର ତାଲିକା ତିଆରି କରିଛନ୍ତି । ଏହି ଆବେଦନରେ…

ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ବିସର୍ଜନ କରୁ କରୁ ଭାସିଗଲେ ୫ ଯୁବକ

ଏଜେନ୍ସୀ : ନୂଆଦିଲ୍ଲୀ : ଦିଲ୍ଲୀର ସୂର୍ଯ୍ୟ କିରଣ କଲୋନୀ ଅଞ୍ଚଳରେ ଗତକାଲି ଏକ ବଡ଼ ଅଘଟଣ ଘଟିଛି । ଯମୁନା ନଦୀରେ ବିସର୍ଜନ ହୋଇ ସାରିଥିବା ମୂର୍ତ୍ତି ପାଣିରେ ଅଟକି ଯିବାରୁ ତାହାକୁ ଭସାଇବାକୁ ଯାଇ ୫ ଯୁବକଙ୍କ ମୃତ୍ୟୁ…

ସରକାରୀ ମଦ ଦୋକାନରେ ଲଗାଇ ଦେଲେ ନିଆଁ

ନିର୍ଭୟ ମିଡ଼ିଆ : ସୋର : ସରକାରୀ ମଦ ଦୋକାନରେ ନିଆଁ ଲଗାଇ ଦେଲେ ଲୋକେ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ନଇଛଣପୁର ଗାଁରେ । ମଦ ଦୋକାନ ପୋଡ଼ିବା ଅଭିଯୋଗରେ ପୁଲିସ ୭ଜଣଙ୍କୁ…

ଏସ୍‌ଆଇଙ୍କ ମୃତ୍ୟୁ ମାମଲା, ବଦଳି ହେଲେ ଆଇଆଇସି

ନିର୍ଭୟ ମିଡ଼ିଆ : ବାଲିଗୁଡ଼ା : ଜି. ଉଦୟଗିରି ଥାନା ଆଇଆଇସି ରେବତୀ ଶବରଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ଆଇଆଇସିଙ୍କ ବଦଳି ନେଇ କନ୍ଧମାଳ ଏସ୍‌ପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି । ରେବତୀଙ୍କ ବଦଳରେ ଟିକାବାଲି ଥାନା…

ଘର ଭିତରୁ ମିଳିଲା ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ

ଏଜେନ୍ସୀ : ଅମ୍ବାଲା : ଘର ଭିତରରୁ ସନ୍ଦେହଜନକ ଅବସ୍ଥାରେ ମିଳିଛି ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ମୃତଦେହ। ପରିବାର ସବୁ ସଦସ୍ୟ ଗୁରୁବାର ରାତ୍ର ଭୋଜନ କରି ଶୋଇଥିବା ବେଳେ ଆଜି ଆଉ ଉଠି ନାହାନ୍ତି। ହରିଆଣାର ଅମ୍ବାଲା…

ଏମକେସିଜି ହସ୍ପିଟାଲରେ ଲାଗିଲା ନିଆଁ, ସ୍ଥାନାନ୍ତର ହେଲେ ରୋଗୀ

ନିର୍ଭୟ ମିଡିଆ : ବ୍ରହ୍ମପୁର : ବ୍ରହ୍ମପୁରସ୍ଥିତ ଏମକେସିଜି ହସ୍ପିଟାଲର ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଆଜି ମଧ୍ୟାହ୍ନ ସମୟରେ ଅଗ୍ନିକାଣ୍ଡ ହୋଇଛି। ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି।…