ଯାଜପୁର ଟାଉନରେ ଜଣେ ଠିକାଦାରଙ୍କ ଘରେ IT ରେଡ୍‌ ହେଉଥିବା ସୂଚନା ମିଳିଛି। ବିଦ୍ୟୁତ ବିଭାଗ ଠିକାଦାର ଧରଣୀ ସାହୁଙ୍କ ଘରେ ସକାଳୁ IT ରେଡ୍‌ ଚାଲିଥିବା ସୂଚନା ମିଳିଛି।ଠିକାଦାରଙ୍କ ଯାଜପୁର ପୈାରପାଳିକା ହାଟପାଟଣା ସ୍ଥିତ ଘରେ ରେଡ୍‌ ହେଉଛି। ଚଢାଉରେ ଆୟକର ବିଭାଗର ୭ ଜଣିଆ ଟିମ୍‌ ସାମିଲ ହୋଇଥିବା ବେଳେ କେଉଁ କାରଣରୁ ଆୟକର ବିଭାଗ ଚଢ଼ାଉ କରିଛି ତାହା ଅସ୍ପଷ୍ଟ ଅଛି।

By Nirvay

Leave a Reply

Your email address will not be published. Required fields are marked *