ନନ୍ଦିଘୋଷ ବିରୋଧରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଭାରତର ନିର୍ବାଚନ ଆୟୋଗ

 

‘ନନ୍ଦିଘୋଷ ଟିଭି’ ବିରୋଧରେ ତଦନ୍ତ ପାଇଁ ଭାରତର ନିର୍ବାଚନ ଆୟୋଗ ସିଇଓ ଓଡ଼ିଶାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କୁହାଯାଇଛି । ନିର୍ବାଚନ ସମ୍ପୂର୍ଣ୍ଣ ସାରିଥିବା ବେଳେ ଓଡିଶାରେ ଏକଜିଟ୍ ପୋଲ୍ ଫଳାଫଳର ଟେଲିକାଷ୍ଟ କରୁଥିଲା ନନ୍ଦିଘୋଷ। ବରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଭାରତର ନିର୍ବାଚନ ଆୟୋଗ କହିଛନ୍ତି।

ସୂଚନା ଯୋଗ୍ୟ ଯେ, ନନ୍ଦିଘୋଷ ଟିଭି ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ସରି ନଥିବା ବେଳେ ଏକଜିଟ୍ ପୋଲ କରି ନିର୍ବାଚନ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ଆଜି ଭାରତର ନିର୍ବାଚନ ଆୟୋଗଙ୍କୁ ଭେଟିଥିଲେ କେନ୍ଦ୍ରୀୟ ବିଜେପି ନେତା ଓମ୍ ପାଠକ। ଆରପି ଆକ୍ଟ 1951 ର ଧାରା 126A ଅନୁଯାୟୀ ଏକଜିଟ୍ ପୋଲ୍ ନିଷେଧ ଅଟେ।

By Nirvay

Leave a Reply

Your email address will not be published. Required fields are marked *