ପାରା ଏସିଆନ୍ ଗେମ୍ସରେ ଭାରତର ଧ୍ୱଜାବାହକ ଭାବେ ଓଡ଼ିଶାର ପୁଅ ଏବଂ ପ୍ରଖ୍ୟାତ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ମନୋନୀତ କରାଯାଇଛି । ସେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିବେ । ଉଦ୍ଘାଟନୀ ସମାରୋହରେ ପ୍ରମୋଦ ଭଗତ, ଭବିନା ପଟେଲ ଭାରତର ଧ୍ୱଜ ବହନ କରିବେ । ପାରାଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କ ଏହି ଚୟନ ଓଡ଼ିଶା ଏବଂ ଦେଶ ପାଇଁ ଗର୍ବର ବିଷୟ ବୋଲି କ୍ରୀଡ଼ା ମହଲରେ ମତ ପ୍ରକାଶ ପାଇଛି । ଅକ୍ଟୋବର ୧୮ରୁ ୧୪ ପର୍ଯ୍ୟନ୍ତ ଆଇଚି-ନାଗୋୟାରେ ହେବାକୁ ଥିବା ପାରା ଏସିଆନ୍ ଗେମ୍ସରେ ପ୍ରମୋଦ ଭଗତ ଭାରତୀୟ ଦଳର ଧ୍ୱଜାବାହକ ଭାବେ ଦାୟିତ୍ୱ ନିର୍ବାହ କରିବେ । Post navigation आज फिर CEC ज्ञानेश कुमार के खिलाफ INDIA गठबंधन का प्रदर्शन तेज, राहुल को पुलिस ने घेरा Student Polls in 13 Universities: ୧୩ଟି ବିଶ୍ବବିଦ୍ୟାଳୟରେ ହେବ ଛାତ୍ର ସଂସଦ ନିର୍ବାଚନ