ଖେଳ ତାଜା ଖବର Pramod Bhagat as India’s Flag Bearer: ପ୍ରମୋଦ ଭଗତ ଭାରତର ଧ୍ୱଜାବାହକ October 7, 2026 Nirvay ପାରା ଏସିଆନ୍ ଗେମ୍ସରେ ଭାରତର ଧ୍ୱଜାବାହକ ଭାବେ ଓଡ଼ିଶାର ପୁଅ ଏବଂ ପ୍ରଖ୍ୟାତ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ମନୋନୀତ କରାଯାଇଛି । ସେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିବେ । ଉଦ୍ଘାଟନୀ ସମାରୋହରେ ପ୍ରମୋଦ ଭଗତ, ଭବିନା ପଟେଲ…