ବଡ଼ଦାଣ୍ଡରେ ଗଡ଼ିଲା ରଥ । ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିଛି । ରଥ ଉପରେ ସମସ୍ତ ନୀତିକାନ୍ତି ଶେଷ ହେବାପରେ ରଥଟଣା ନୀତି ଆରମ୍ଭ ହୋଇଛି । ଘଣ୍ଟା, ଘଣ୍ଟ, ମୃଦଙ୍ଗ, ହୁଳହୁଳି ଓ ହରିବୋଲରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର। ହଜାର ହଜାର ଭକ୍ତ ରଥର ରସିକୁ ଛୁଇଁବା ପାଇଁ ବ୍ୟାକୁଳ ହୋଇପଡ଼ିଥିବାବେଳେ, ଲକ୍ଷ ଲକ୍ଷ ହାତ ଏକାସାଥିରେ ରସି ଟାଣି ମହାପ୍ରଭୁଙ୍କ ରଥକୁ ଆଗକୁ ନେଇଛନ୍ତି। Post navigation Ratha Jatra 2026: ରଥ ଉପରେ ଗଜପତି ମହାରାଜାଙ୍କ ‘ଛେରାପହଁରା’ ନୀତି ସମ୍ପନ୍ନ Koel Mallick Resigns: ଟିଏମସି ସାଂସଦ କୋଏଲ ମଲ୍ଲିକ ଦେଲେ ରାଜ୍ୟସଭାରୁ ଇସ୍ତଫା