ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଆଉ ଏକ ଝଟକା ।  ଟିଏମସି ରାଜ୍ୟସଭା ସାଂସଦ ପଦ ଛାଡ଼ିଲେ ରାଜ୍ୟସଭା ସାଂସଦ ତଥା ଟଲିଉଡ ଲୋକପ୍ରିୟ ଅଭିନେତ୍ରୀ କୋଏଲ ମଲ୍ଲିକ । ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନକୁ ଭେଟି ଇସ୍ତଫା ଦେଇଛନ୍ତି କୋଏଲ । ରାଜ୍ୟସଭାରୁ ଇସ୍ତଫା ଦେବା ପରେ କୋଏଲ ମଲ୍ଲିକ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ ଯାଦବଙ୍କୁ ସାକ୍ଷାତ କରିଛନ୍ତି ।

Leave a Reply

Your email address will not be published. Required fields are marked *