ଆରମ୍ଭ ହୋଇଛି ରଥଟଣା । ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଜନ୍ମବେଦୀ ଅଭିମୁଖେ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ ଗଡ଼ିବା ପରେ ଏବେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗଡ଼ିବା ଆରମ୍ଭ କରିଛି। ପଛରେ ଗହଳି ଲଗାଇ ଆସୁଛନ୍ତି କାଳିଆ ସାଆନ୍ତ । ଘଣ୍ଟ, ଘଣ୍ଟି ଏବଂ ହରିବୋଲରେ ବଡ଼ଦାଣ୍ଡ କମ୍ପି ଉଠିଛି। ଭକ୍ତମାନେ ଶ୍ରଦ୍ଧାର ସହ ରଥ ଟାଣି ନେଉଛନ୍ତି।

Leave a Reply

Your email address will not be published. Required fields are marked *