ଆନ୍ଧ୍ରରେ କୋଭିଡ୍ ସଂକ୍ରମଣ ବଢ଼ିବା ପରେ ଗଞ୍ଜାମରେ ହାଇ ଆଲର୍ଟ । ସରକାରୀ ହସ୍ପିଟାଲ ଓ CHCକୁ ସତର୍କ ରହିବାକୁ CDMO ଓ PHOଙ୍କ ନିର୍ଦ୍ଦେଶ ଦିଆଯାଇଛି। SARI ରୋଗୀଙ୍କ ପାଇଁ ବାଧ୍ୟତାମୂଳକ କୋଭିଡ୍ ଟେଷ୍ଟ ରହିବ । ILI ରୋଗୀଙ୍କ ମଧ୍ୟରୁ ଅତି କମରେ ୫%ଙ୍କ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପରେ ଅକ୍ସିଜେନ, ଔଷଧ ଓ ଜରୁରୀ ଚିକିତ୍ସା ସାମଗ୍ରୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ । ଦୈନିକ ରିପୋର୍ଟ ଦାଖଲ କରିବାକୁ ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ଚିଠି କରାଯାଇଛି । Post navigation Kendu Leaf Pluckers Bonus: କେନ୍ଦୁପତ୍ର ମୂଲ୍ୟରେ କେରି ପିଛା ୧୦ ପଇସା ଓ ଫାଳ ପିଛା ୨୦ ପଇସା ବୃଦ୍ଧି କଲେ ରାଜ୍ୟ ସରକାର Naveen to leave for Delhi Tomorrow: ଆସନ୍ତାକାଲି ଦିଲ୍ଲୀ ଯିବେ ନବୀନ