Tag: Ganjam

Landslide in Digapahandi: ଦିଗପହଣ୍ଡିରେ ପ୍ରବଳ ବର୍ଷା: ପାହାଡ଼ରୁ ଖସିଲା ପଥର ଓ ମାଟି ଅଟଡ଼ା; ଯାତାୟାତ ବାଧାପ୍ରାପ୍ତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲଗାଣ ବର୍ଷା ହେତୁ ସ୍ଥାନୀୟ ପାହାଡ଼ରୁ ବିଶାଳ ପଥର ସହ ମାଟି ଅଟଡ଼ା ଖସିପଡ଼ିବାରୁ ଚାରିଆଡ଼େ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ବିଶେଷ କରି ପାଟପୁର ଆଙ୍କୁଲି…

Vigilance Nabs ICDS Supervisor And JRA: ଲାଞ୍ଚ ନେଇ ଧରାପଡ଼ିଲେ ICDS ସୁପରଭାଇଜର ଓ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ICDS ସୁପରଭାଇଜର ବି. ଉମା ପାତ୍ର ଓ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ନରସିଂହ ବେହେରା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ଘର ଭଡ଼ା ରିଲିଜ୍ କରିବା ପାଇଁ ୩୦ ହଜାର…

Asika MLA Controversy: ଅପମାନ ଓ ଧମକ ସତ୍ତ୍ୱେ ଲଢ଼େଇ; ଶଙ୍ଖ ଭବନରେ ସମ୍ବର୍ଦ୍ଧିତ ହେଲେ ହରିଡ଼ାପଦା ସରପଞ୍ଚ ଜୟନ୍ତୀ ବେହେରା

ଗଞ୍ଜାମ ଜିଲ୍ଲା ହରିଡାପଦର ଗ୍ରାମପଞ୍ଚାୟତର ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେବା ନେଇ ପଞ୍ଚାୟତ ସମିତି ବୈଠକରେ ପ୍ରଶ୍ନ ପଚାରିବାରୁ ସରପଞ୍ଚ ଜୟନ୍ତୀ ବେହେରାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ଓ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଆସିକା ବିଧାୟକ ସରୋଜ ପାଢ଼ୀ, ସରପଞ୍ଚଙ୍କୁ…

Temple Reappears After 25 Years in Ganjam: ଗଞ୍ଜାମରେ ସମୁଦ୍ରରୁ ଦୃଶ୍ୟମାନ ହେଲା ୨୫ ବର୍ଷର ପୋତା ହୋଇରହିଥିବା ମନ୍ଦିର

ଗଞ୍ଜାମ ଜିଲ୍ଲା ପୋଡ଼ମପେଟା ସମୁଦ୍ର କୂଳରେ ଦେଖିବାକୁ ମିଳିଛି ଏକ ବିରଳ ଓ ଆଶ୍ଚର୍ଯ୍ୟଜନକ ଦୃଶ୍ୟ। ବିଗତ ପ୍ରାୟ ୨୫ ବର୍ଷ ଧରି ବାଲି ତଳେ ବୁଡ଼ି ରହିଥିବା ଏକ ପ୍ରାଚୀନ ମନ୍ଦିର ପୁନର୍ବାର ଦୃଶ୍ୟମାନ ହୋଇଛି। ସମୁଦ୍ର ଜଳସ୍ତର ହ୍ରାସ…

Fire Breaks Out at Car Showroom in Brahmapur: ବ୍ରହ୍ମପୁର ହଳଦିଆପଦର କାର୍‌ ସୋ’ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ

ଗଞ୍ଜାମ ଜିଲ୍ଲା, ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଅଞ୍ଚଳରେ ଥିବା ଏକ କାର୍‌ ସୋ’ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବସ୍‌ ଟର୍ମିନାଲ୍‌ ନିକଟସ୍ଥ ଟୟୋଟା ସୋ’ରୁମ୍‌ରେ ହଠାତ୍‌ ନିଆଁ ଲାଗିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡର ଖବର ପାଇ ଦମକଳ…

CM Majhi’s Ganjam Visit: ଗୋଳାବନ୍ଧରେ ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଦୀର୍ଘ ବର୍ଷର ଅପେକ୍ଷା ଓ ସଂଘର୍ଷ ପରେ ଗୋଳାବନ୍ଧର ନୋଳିଆ ବିସ୍ଥାପିତ ପରିବାରଙ୍କୁ ମିଳିଛି ବଡ଼ ଆଶ୍ୱାସନା। ଗଞ୍ଜାମ ଜିଲ୍ଲା ଗୋଳାବନ୍ଧଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋଳାବନ୍ଧର ୧,୩୭୧ଟି ବିସ୍ଥାପିତ ପରିବାର ପାଇଁ…

President Visits Maa Kandhuni Devi Temple: ତପ୍ତପାଣିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ମାଁ କନ୍ଧୁଣୀ ଦେବୀ ମନ୍ଦିରରେ କଲେ ପୂଜା ଅର୍ଚ୍ଚନା

ଗଞ୍ଜାମ ତପ୍ତପାଣିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ଓ ଆଧ୍ୟାତ୍ମିକ ସ୍ଥଳୀ ତପ୍ତପାଣି ଗସ୍ତ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ସମଗ୍ର ତପ୍ତପାଣି ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି…

President Droupadi Murmu Visits Ganjam: ତପ୍ତପାଣିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଗଞ୍ଜାମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତିନିଦିନ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଗଞ୍ଜାମ ଜିଲ୍ଲାର ତପ୍ତପାଣିରେ ପହଞ୍ଚିଛନ୍ତି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତପ୍ତପାଣି ଠାରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ଡଃ ହରିବାବୁ…

President’s Ganjam Tour: ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ; ନୋ-ଫ୍ଲାଏ ଜୋନ୍ ସହ ବ୍ରହ୍ମପୁରରେ ଟ୍ରାଫିକ୍ କଟକଣା ଜାରି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଗଷ୍ଟ ୩ ରୁ ୫ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତର ଅଂଶ ସ୍ୱରୂପ ଗଂଜାମ ଗସ୍ତ ପୂର୍ବରୁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରସ୍ତୁତିକୁ ଜୋରଦାର କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜିଲ୍ଲା ଗସ୍ତକୁ ଦୃଷ୍ଟିରେ ରଖି ଗଞ୍ଜାମ…