ନିଲମ୍ବିତ ହେଲେ ୩ ଜଣ ଆର୍‌ଆଇ । କର୍ତ୍ତବ୍ୟରେ ଅବହେଳା ପାଇଁ କଟକର ତିନି ଜଣ ରାଜସ୍ୱ ନିରୀକ୍ଷକ (ଆରଆଇ)ଙ୍କୁ ନିଲମ୍ବନ କଲେ କଟକ ଜିଲ୍ଲାପାଳ। ତହସିଲଦାରଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରିଥିବା ଅଭିଯୋଗ ହୋଇଛି । ଏହା ପରେ ରାଜସ୍ୱ ସମ୍ବନ୍ଧୀୟ କାର୍ଯ୍ୟରେ ତ୍ରୁଟି ଅଭିଯୋଗ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Leave a Reply

Your email address will not be published. Required fields are marked *