Day: 1 July 2026

12-Hour Nabarangpur Bandh: ପାଠ୍ୟପୁସ୍ତକରେ ତ୍ରୁଟିକୁ ବିରୋଧ କରି ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ ପାଳନ

ପାଠ୍ୟପୁସ୍ତକରେ ତ୍ରୁଟିକୁ ବିରୋଧ କରି ନବରଙ୍ଗପୁର ବନ୍ଦ ପାଳନ କରାଯାଇଛି । ଜିଲ୍ଲା କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ ପାଳନ କରାଯାଇଛି । ନବରଙ୍ଗପୁର ସହରର ଚାଉଁରିଆଗୁଡା ଛକ, କଂଗ୍ରେସ କାର୍ୟ୍ୟାଳୟ ସମ୍ମୁଖ, ମାଝୀଗୁଡା ଛକ ଠାରେ ୨୬…