Day: 31 July 2026

Schools Closed In Four Districts: ରାଜ୍ୟରେ ବନ୍ୟା ପରିସ୍ଥିତି; ୪ଟି ଜିଲ୍ଲାରେ ସ୍କୁଲ୍‌ ଛୁଟି ଘୋଷଣା

ଆଜି ୪ଟି ଜିଲ୍ଲାରେ ସ୍କୁଲ୍‌ ଛୁଟି ବନ୍ଦ । ବନ୍ୟା ପରି ପରିସ୍ଥିତି ଏବଂ ପ୍ରତିକୂଳ ପାଗ ଯୋଗୁଁ ରାଜ୍ୟର ଚାରୋଟି ଜିଲ୍ଲା ଜଗତସିଂହପୁର, ଭଦ୍ରକ ଓ ଯାଜପୁରରେ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାର…