Day: 18 July 2026

Ratha Jatra 2026: ରଥଯାତ୍ରା ସମୟରେ ୨ ମୃତ୍ୟୁ; ରାଜ୍ୟ ମାନବାଧିକାର କମିଶନଙ୍କ ଜବାବ ତଲବ

ପୁରୀ ଶ୍ରୀମନ୍ଦିରେ ଅନୁଷ୍ଠିତ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ୨ ଜଣଙ୍କ ମୃତ୍ୟୁ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ଓଡ଼ିଶା ରାଜ୍ୟ ମାନବାଧିକାର କମିଶନ – OHRC । ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ଦାଖଲ କରିଥିବା ଆବେଦନକୁ ବିଚାର କରି କମିଶନ ଗୃହ…