Day: 5 July 2026

OTET Exam 2026: ଆଜି ରାଜ୍ୟରେ ଆରମ୍ଭ ହେଲା OTET ପରୀକ୍ଷା

ଆଜି ରାଜ୍ୟରେ ବିଭିନ୍ନ କେନ୍ଦ୍ରରେ ଅନୁଷ୍ଠିତ ହୋଇଛି ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)-୨୦୨୬ । ଦୁଇଟି ସିଟିଙ୍ଗରେ ହେବ OTET ପରୀକ୍ଷା । ଚଳିତ ବର୍ଷ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ମୋଟ ୩୧୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି ।…