ଗୋ ମାଫିଆଙ୍କୁ ସହଯୋଗ କରିବା ପଡ଼ିଲା ମହଙ୍ଗା । ଗୋ ମାଫିଆକୁ ସହଯୋଗ ଅଭିଯୋଗରେ ୨ ପୋଲିସ ନିଲମ୍ବିତ। ମୟୂରଭଞ୍ଜ ଝାରପୋଖରୀଆ ଥାନା ଏଏସଆଇ ରଣଜିତ ନାଏକ ଏବଂ କନେଷ୍ଟବଳ ଆଶିଷ ନାଏକ ନିଲମ୍ବିତ ହୋଇଛନ୍ତି । ଏହା ସହ ହୋମଗାର୍ଡ ସୁବ୍ରତ ପଢିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ।

Leave a Reply

Your email address will not be published. Required fields are marked *