Day: 10 July 2026

Anasara Bhara For Lord Jagannath: ମହାପ୍ରଭୁଙ୍କ ପାଇଁ ଗଲା ଅଣସର ଭାର

ମହାପ୍ରଭୁଙ୍କ ପାଇଁ ଗଲା ଅଣସର ଭାର । କଟକ ନିଆଳିରୁ ଗଲା ମହାପ୍ରଭୁଙ୍କ ପାଇଁ ଅଣସର ଭାର ବାହାରିଛି । ଶ୍ରୀଜିଉଙ୍କ ମାମୁଁ ଘର ବୋଲି ପରିଚିତ ନିଆଳି ମାଧବାନନ୍ଦଜୀଉ ମନ୍ଦିରରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ପରମ୍ପରା…