Meta apologises over PM Modi post removal; admits money paid to boost content

ଇନ୍‌ଷ୍ଟାଗ୍ରାମ୍‌ ବିଜ୍ଞାପନକୁ ନେଇ ମେଟାକୁ କେନ୍ଦ୍ର ସରକାରଙ୍କ ନୋଟିସ୍‌। ବିଜ୍ଞାପନରେ ଶିଶୁ ଯୌନ ଶୋଷଣ ସଂପର୍କିତ କଣ୍ଟେଣ୍ଟକୁ ନେଇ ନୋଟିସ୍ ଜାରି ହୋଇଛି।  ଇନଷ୍ଟାଗ୍ରାମ ପେଡ୍ ବିଜ୍ଞାପନରେ ଶିଶୁ ଏବଂ ଯୌନ ଶୋଷଣ ଏବଂ ଦୁର୍ବ୍ୟବହାର ସମ୍ପର୍କିତ କଣ୍ଟେଣ୍ଟ୍ କୁ ନେଇ ସରକାର ଏହି ନୋଟିସ ପଠାଇଛନ୍ତି । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏପରି ସମସ୍ତ ବିଜ୍ଞାପନ ଏବଂ ବିଷୟବସ୍ତୁକୁ ତୁରନ୍ତ ହଟାଇବାକୁ ମେଟାକୁ ନିର୍ଦ୍ଦେଶ ଦେଇଛି। କମ୍ପାନୀକୁ ସାତ ଦିନ ମଧ୍ୟରେ ଏକ ବିସ୍ତୃତ ଉତ୍ତର ଦେବାକୁ ମଧ୍ୟ କୁହାଯାଇଛି।

Leave a Reply

Your email address will not be published. Required fields are marked *