ବହୁଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ । ରିମାଣ୍ଡରେ ଆସିଥିବା ତିନି ଅଭିଯୁକ୍ତ ହେଲେ ସ୍କାଇଲାବ ପତି, ବିସ୍ମୟ ମହାନ୍ତି ଏବଂ ପଞ୍ଚାନନ ବଡ଼ଜେନା। ସେମାନଙ୍କୁ ଝାରପଡା ଜେଲରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥାରେ କ୍ରାଇମବ୍ରାଞ୍ଚ ହେପାଜତକୁ ଅଣାଯାଇଛି। ଆସନ୍ତା ଦୁଇ ଦିନ ଧରି ସେମାନଙ୍କୁ ଘନଘନ ପଚରାଉଚରା କରାଯିବ। Post navigation Text Book Error Row: ତ୍ରୁଟିଗୁଡ଼ିକର ତର୍ଜମା ଚାଲିଛି; ଖୁବଶୀଘ୍ର ତ୍ରୁଟିଶୂନ୍ୟ ପାଠ୍ୟ ପୁସ୍ତକ ଯୋଗାଇ ଦିଆଯିବ: ଗଣଶିକ୍ଷା ସଚିବ Bridge Safety Check Order in Odisha: ବର୍ଷା ପାଇଁ ରାଜ୍ୟର ସବୁ ବ୍ରିଜର ହେବ ସ୍ଥିତି ଯାଞ୍ଚ